କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ

ମୁଖ୍ୟମନ୍ତ୍ରୀ:

ନବୀନ ପଟ୍ଟନାୟକ : ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ବଣ୍ଟାଯାଇ ନଥିବା ଅନ୍ୟାନ ବିଭାଗ

କ୍ୟାବିନେଟ ମନ୍ତ୍ରୀ:

ନିରଞ୍ଜନ ପୂଜାରୀ: ଅର୍ଥ ଓ ଅବକାରୀ

ବିକ୍ରମକେଶରୀ ଆରୁଖ: ଜଙ୍ଗଲ ଓ ପରିବେଶ, ସଂପ୍ରଦାୟ ବ୍ୟାପାର

ପ୍ରଫୁଲ୍ଲ କୁମାର ମଲ୍ଲିକ: ଇସ୍ପାତ ଓ ଖଣି, ପୂର୍ତ୍ତ

ରଣେନ୍ଦ୍ର ପ୍ରତାପ ସ୍ୱାଇଁ: ଖାଦ୍ୟ ଯୋଗାଣ ଓ ଖାଇଟି କଲ୍ୟାଣ, ସମବାୟ

ପଦ୍ମନାଭ ବେହେରା: ଯୋଜନା ଓ ସଂଯୋଜକ, ବାଣିଜ୍ୟ ଓ ପରିବହନ

ପ୍ରତାପ ଜେନା: ପଞ୍ଚାୟତରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ

ଅରୁଣ କୁମାର ସାହୁ: କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଉଚ୍ଚଶିକ୍ଷା

ସୁଦାମ ମାରାଣ୍ଡି: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା

ସୁଶାନ୍ତ ସିଂହ: ଗ୍ରାମ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା

ନବ କିଶୋର ଦାସ: ସ୍ୱାସ୍ଥ୍ୟ ଓ ପରିବାଅ କଲ୍ୟାଣ

ଟୁକୁନି ସାହୁ: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)

ଜଗନ୍ନାଥ ସାରକା: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ,ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ

ଦିବ୍ୟଶଙ୍କର ମିଶ୍ର: ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ

ଅଶୋକ ଚନ୍ଦ୍ର ପଣ୍ଡା: ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ, ସାମାଜିକ ନିରପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ

ସମୀର ରଞ୍ଜନ ଦାସ: ବିଦ୍ୟାଳୟ ଓ ଗଣଶିକ୍ଷା

ଜ୍ୟୋତିପ୍ରକାଶ ପାଣିଗ୍ରାହୀ: ପର୍ଯ୍ୟଟନ. ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି

ପ୍ରେମାନନ୍ଦ ନାୟକ: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ରଘୁନନ୍ଦନ ଦାସ: ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ

ପଦ୍ମିନୀ ଦିଆନ: ହସ୍ତତନ୍ତ୍ର, ବୟନ ଶିଳ୍ପ ଓ ହସ୍ତଶିଳ୍ପ

ତୁଷାରକାନ୍ତି ବେହେରା: ଇଲେକଟ୍ରୋନିଅକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା

ରାଷ୍ଟ୍ରପାହ୍ୟା ମନ୍ତ୍ରୀ


ପ୍ରଫୁଲ୍ଲ କୁମାର ମଲ୍ଲିକ - ଗୃହ






ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।

ନାମକରଣ

ଓଡ଼ିଶା ଶବ୍ଦଟି ମୂଳ ଶବ୍ଦ ଓର/ଉର ବା ଓଡ୍ର, ଉଡ୍ର ଦେଶରୁ, ସୁମେରୀୟ, ଓଡ୍ର ବିଷୟ ଆଦି ପୁରାତନ ନାମରୁ ଆସିଅଛି । ଏହାର ପ୍ରମାଣ ଆକାରରେ ସବୁଠାରୁ ପୁରାତନ ଲେଖ 'ଉତ୍ତର ତୋଷାଳି' ଅନ୍ତର୍ଗତ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ସୋରଠାରୁ ମିଳିଥିବା ତମ୍ବାପଟାରେ ଓଡ୍ର ବିଷୟର ସୂଚନା ମିଳିଛି । ପାଳି ଓ ସଂସ୍କୃତ ସାହିତ୍ୟରେ ଓଡ଼ିଆ ଲୋକଙ୍କୁ ଯଥାକ୍ରମେ 'ଓଡ଼କ' ଓ 'ଓଡ୍ର' ନାମରେ ନାମିତ କରାଯାଇଛି । ପୁରାତନ ଲେଖକ ଓ ଗବେଷକ ପ୍ଲିନି ଦି ଏଲ୍ଡର ଓ ଟଲେମି ଓଡ୍ର ଜଣଙ୍କୁ 'ଓରେଟସ' ବୋଲି ନାମିତ କରିଛନ୍ତି ।

ନାମ ବଦଳ

ଇଂରାଜୀ ଓ ହିନ୍ଦୀରେ "ଓଡ଼ିଶା" ଓ "ଓଡ଼ିଆ"କୁ Orissa ଓ Oriya ତଥା उड़ीसा ଓ उड़ीआ ଭାବେ ସମ୍ବିଧାନରେ ତଥା ସାଧାରଣରେ ବ୍ୟବହାର କରାଯାଉଥିଲା । ୨୦୦୮ ମସିହା ଜୁନ ୯ରେ ପ୍ରଥମେ ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଓ ଓଡ଼ିଆକୁ ଇଂରାଜୀରେ Orissa ଓ Oriya ବଦଳରେ Odisha ଓ Odia ତଥା ହିନ୍ଦୀରେ उड़ीसा ଓ उड़ीआ ବଦଳରେ ओड़िशा ଓ ओड़ीआ ଲେଖିବା ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା । ୨୦୦୮ ଅଗଷ୍ଟରେ ରାଜ୍ୟ ବିଧାନ ସଭାରେ ଏହି ପ୍ରସ୍ତାବ ଆସିଥିଲା ଓ ବହୁମତରେ ଏହାକୁ ଗ୍ରହଣ କରାଯାଇଥିଲା । ପରେ ନୂଆ ଲୋକ ସଭା ଗଠନ ପରେ ଏହାକୁ ବିଧାନ ସଭାରେ ଆଉଥରେ ଆଗତ କରଯାଇଥିଲା । ଏହି ସଂଶୋଧିତ ପ୍ରସ୍ତାବକୁ ୨୦୧୦ ବଜେଟ ଅଧିବେଶନରେ ଲୋକ ସଭାରେ ଆଗତ କରଯାଇଥିଲା । ୨୦୧୦ ଶୀତକାଳୀନ ଅଧିବେଶନରେ ପ୍ରଥମ ଦିନ (ଅକ୍ଟୋବର ୯, ୨୦୧୦)ରେ ସ୍ଵରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମ ଏହାକୁ ଲୋକ ସଭାରେ ଆଗତ କରିଥିଲେ । ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହା ୨୦୧୧ମସିହା ୪ ନଭେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଓଡ଼ିଶା (ନାମ ପରିବର୍ତ୍ତନ) ଅଧିନିୟମ, ୨୦୧୧ ନାମରେ କାର୍ଯ୍ୟକାରୀ ହୋଇଛି 

ଓଡିଶାର ବିଶ୍ୱବିଦ୍ୟାଳୟ

୧. ଉତ୍କଳ ବିଶ୍ୱବିଦ୍ୟାଳୟ- (ବାଣୀବିହାର) ଭୁବନେଶ୍ୱର, ୧୯୪୩
୨.ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ- (ସଂସ୍କୃତ ବିହାର) ଭୁବନେଶ୍ୱର, ୨୦୦୦
୩. ସମ୍ବଲପୁର ବିଶ୍ୱବିଦ୍ୟାଳୟ- (ଜ୍ୟୋତିବିହାର) ସମ୍ବଲପୁର, ୧୯୬୭
୪. ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ- (ଭଞ୍ଜବିହାର) ବ୍ରହ୍ମପୁର, ୧୯୬୭
୫.କୃଷି ଓ ଶିଳ୍ପ ଓଡିଶା, ବିଶ୍ୱବିଦ୍ୟାଳୟ- (କୃଷିବିହାର) ଭୁବନେଶ୍ୱର, ୧୯୬୨
୬. ବିଜୁ ପଟ୍ଟନାୟକ ଶିଳ୍ପ ବିଶ୍ୱବିଦ୍ୟାଳୟ- (ଶିଳ୍ପବିହାର) ରାଉରକେଲା, ୨୦୦୨
୭- ରେଭେନ୍ସା ବିଶ୍ୱବିଦ୍ୟାଳୟ- କଟକ, ୨୦୦୬
୮. ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ- (ଶ୍ରୀରାମଚନ୍ଦ୍ର ଭଞ୍ଜବିହାର) ବାରିପଦା
୯.ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ- (ଶ୍ରୀବିହାର) ପୁରୀ, ୧୯୮୧
୧୦- ଫକୀର ମୋହନ ବିଶ୍ୱବିଦ୍ୟାଳୟ- (ବ୍ୟାସବିହାର) ବାଲେଶ୍ୱର, ୧୯୯୯
                 ଓଡିଶାର ମେଡିକାଲ୍ କଲେଜ
୧.ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ- କଟକ
୨. ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ- ସମ୍ବଲପୁର
୩. ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ମେଡିକାଲ କଲେଜ- ବ୍ରହ୍ମପୁର
୪. ହାଇ-ଟେକ୍ ମେଡିକାଲ କଲେଜ- ଭୂବନେଶ୍ୱର
୫. କଳିଙ୍ଗ ଇନଷ୍ଟିଚ୍ୟୁଡ୍ ଅଫ୍ ମେଡିକାଲ ସାଇନ୍ସ୍- ଭୂବନେଶ୍ୱର
୬.ଆଇ.ଏମ୍.ଏସ୍.- ଭୂବନେଶ୍ୱର
୭.ବେଦାନ୍ତ ମେଡିକାଲ କଲେଜ- ପୁରୀ

ରପ୍ତାନୀ  ଦ୍ରବ୍ୟ

ସୂତାଶାଢୀ, ମାଛ, ଚାଉଳ, ଧାନ, ନଡିଆ, ଜଙ୍ଗଲଜାତ ଦ୍ରବ୍ୟ, ପାନ, ଝୋଟ, ଚମଡା, ଲୁହାପଥର, ବ୍ରହ୍ମପୁରୀ ପାଟ, ପିପିଲି ଚାନ୍ଦୁଆ, ପାରଳାଖେମୁଣ୍ଡି ଶିଳ୍ପକାମ, କଟକ ତାରକସି ଅଳଂକାର ଇତ୍ୟାଦି |

ଆମଦାନୀ ଦ୍ରବ୍ୟ

ଔଷଧ, ଆଳୁ, ଚା, କଫି, ଗହମ, ବୈଦ୍ୟୁତିକ ଉପକରଣ, ଓ ଯନ୍ତ୍ରପାତି, ସାଇକେଲ, ଦୁଇଚକିଆ ଯାନ, ଶିଶୁଖାଦ୍ୟ ଇତ୍ୟାଦି |

ଓଡିଶାର ଝରଣା ସମୂହ

ନାମ                              ଜିଲ୍ଲା

୧. କେଦାରଗୌରୀ              ଖୋର୍ଦ୍ଧା
୨. ଚଣ୍ଡିଖୋଲ                    ଯାଜପୁର
୩. ବୁଢାଖାଇ                     ଗଞ୍ଜାମ
୪. ନିର୍ମଳଝର                     ଗଞ୍ଜାମ
୫.ସାପୁଆଝର                    ଢେଙ୍କାନାଳ
୬. ଗୋସିଙ୍ଗାଝର                 ନୟାଗଡ
୭. ପଞ୍ଚଲିଙ୍ଗେଶ୍ୱର                ବାଲେଶ୍ୱର
୮. ବରୁଣେଇ                     ଖୋର୍ଦ୍ଧା
୯. ମହାବିନାୟକ                 ଯାଜପୁର
୧୦.ନାରାୟଣି                    ଗଞ୍ଜାମ
୧୧. କପିଳାସ                    ଢେଙ୍କାନାଳ
୧୨. ଝାରବେଡା                  ଅନୁଗୁଳ
୧୩. ପାତାଳଗଙ୍ଗା                 ନୂଆପଡା
୧୪. ଗୁଣ୍ଡିଚାଘାଇ                  କେନ୍ଦୁଝର

ଓଡିଶାର ଉଦ୍ୟାନ ଓ ବଗିଚା ସମୂହ

୧. ଗୌରୀଶଙ୍କର ପାର୍କ- କଟକ
୨. ଇନ୍ଦିରାଗାନ୍ଧୀ ମେମୋରିଆଲ ପାର୍କ- ଭୂବନେଶ୍ୱର
୩. ମହାତ୍ମାଗାନ୍ଧୀ ପାର୍କ – ଭୂବନେଶ୍ୱର
୪. ଗୋପବନ୍ଧୁ ପାର୍କ – କଟକ
୫. ଫରେଷ୍ଟ ପାର୍କ – ଭୂବନେଶ୍ୱର
୬. ଏକ୍ରାମକାନନ ପାର୍କ – ଭୂବନେଶ୍ୱର
୭. ବୁଦ୍ଧ ଜୟନ୍ତି ପାର୍କ – ଭୂବନେଶ୍ୱର
୮. ଇନ୍ଦିରା ପାର୍କ – ରାଉରକେଲା
୯. ନିକୋ ପାର୍କ – ଭୂବନେଶ୍ୱର
୧୦. ବଟାନିକାଲ ଗାର୍ଡେନ – ନନ୍ଦନକାନନ
୧୧. ଏସିଏନ୍ ପାର୍କ – ଫୁଲନଖରା
୧୨. ବିଜୁପଟ୍ଟନାୟକ ପାର୍କ – ବ୍ରହ୍ମପୁର


ପର୍ବପର୍ବାଣି

୧. ବୈଶାଖ- ମହାବିଷୁବ ସଂକ୍ରାନ୍ତି, ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା, ନୃସିଂହ ଜନ୍ମ
୨. ଜ୍ୟେଷ୍ଠ – ଶୀତଳଷଷ୍ଠୀ, ଦେବସ୍ନାନ ପୂଣ୍ଣିମା, ରଜପର୍ବ, ସାବିତ୍ରୀ ଅମାବାସ୍ୟା
୩. ଆଷାଢ – ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା, ବାହୁଡା ଯାତ୍ରା, ବ୍ୟାସ ପୂଣ୍ଣିମା, ଚିତାଲାଗି
                 ଅମାବାସ୍ୟା
୪. ଶ୍ରାବଣ – ନାଗ ପଞ୍ଚମୀ, ଝୁଲଣ ଯାତ୍ରା, ଗହ୍ମା ପୂଣ୍ଣିମା, ରାକ୍ଷୀ ପୂଣ୍ଣିମା
୫. ଭାଦ୍ରବ – ଖୁଦୁରୁ ଓଷା, ଜନ୍ମାଷ୍ଟମୀ, ଗଣେଶ ପୂଜା, ଅନନ୍ତ ବ୍ରତ, ସୁନିଆ,
                 ସୋମନାଥ ବ୍ରତ, ରାଧାଷ୍ଟମୀ
୬. ଆଶ୍ୱିନ – ବିଶ୍ୱକର୍ମା ପୂଜା, ଦଶହରା, କୁମାର ପୂର୍ଣ୍ଣିମା, ଜହ୍ନିଓଷା, ମହାଳୟା
୭. କାର୍ତ୍ତିକ – ଦୀପାବଳି, ଭାତୃ ଦ୍ୱିତୀୟା, ଅଂଳାନବମୀ, ରାସ ପୂର୍ଣ୍ଣିମା, ବାଲିଯାତ୍ରା
୮. ମାର୍ଗଶିର – ପ୍ରଥମାଷ୍ଟମୀ, ମାଣବସା ଗୁରୁବାର, ପଣ୍ଡୁ ପୂର୍ଣ୍ଣିମା
୯. ପୌଷ   - ବାଟଓଷା, ବକୁଳ ଅମାବାସ୍ୟା, ଧନୁ ସଂକ୍ରାନ୍ତି, ଶାମ୍ବ ଦଶମୀ,  
                 ପୂଷ୍ୟାଭିଷେକ
୧୦. ମାଘ – ମକର ସଂକ୍ରାନ୍ତି, ସରସ୍ୱତୀ ପୂଜା, ମାଘ ସପ୍ତମୀ, ଅଗ୍ନୀ ଉତ୍ସବ
୧୧. ଫାଲଗୁନ – ଶିବରାତ୍ରୀ, ଦୋଳ ପୂର୍ଣ୍ଣିମା
୧୨- ଚୈତ୍ର    - ଶ୍ରୀରାମ ନବମୀ, ଚୈତ୍ର ପୂର୍ଣ୍ଣିମା, ଅଶୋକାଷ୍ଟମୀ, ହୋଲି


ଓଡିଆଙ୍କ ବର୍ଷ ଗଣନା

ଚାନ୍ଦ୍ରମାସ :- ଚୈତ୍ର, ବୈଶାଖ, ଜ୍ୟେଷ୍ଠ୍, ଆଶାଢ, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ,
               ମାର୍ଗଶିର, ପୌଷ, ମାଘ ଓ ଫାଲଗୁନ |

ଦ୍ରଷ୍ଟବ୍ୟ  :- ଚାନ୍ଦ୍ରମାସ ଗଣନା ଚନ୍ଦ୍ରଙ୍କର ୨୭ ନକ୍ଷତ୍ରକୁ ଭୋଗ କରିବାର ସମୟକୁ
              ଭିତ୍ତି କରି କରାଯାଇଥାଏ | ଚନ୍ଦ୍ର ଗୋଟିଏ ମାସ ମଧ୍ୟରେ ୧୨ଟି ରାଶି ବା
              ୩୬୦ ଡିଗ୍ରୀ ପରିକ୍ରମଣ କରିଥାନ୍ତି | ଯେଉଁ ମାସରେ ମାସସାରା ଯେଉଁ
              ନକ୍ଷତ୍ର ଦେଖାଯାଏ ସେହି ନକ୍ଷତ୍ରର ନାମ ଅନୁଯାୟୀ ଚାନ୍ଦ୍ରମାସର ନାମ
               କରଣ କରାଯାଇଛି |

ନକ୍ଷତ୍ର

୧. ଅଶ୍ୱିନୀ (ଆଶ୍ୱିନ)
୨. ଦ୍ୱିଜା
୩. କୃତ୍ତିକା
୪. ରିହିଣୀ
୫. ମୃଗଶିରା (ମାର୍ଗଶିର)
୬. ଆର୍ଦ୍ରା
୭. ପୁନର୍ବସୁ
୮. ପୁଷ୍ୟା (ପୌଷ)
୯. ଅଶ୍ଳେଷା
୧୦. ମଘା
୧୧. ପୂର୍ବା ଫାଲଗୁନି (ଫାଲଗୁନ)
୧୨. ସ୍ୱାତୀ
୧୩. ବିଶାଖା (ବୈଶାଖ)
୧୪. ଅନୁରାଧା
୧୫. ଜ୍ୟେଷ୍ଠା (ଜ୍ୟେଷ୍ଠ)
୧୬. ମୂଳା
୧୭. ପୂର୍ବାଷାଢା
୧୮. ଉତ୍ତରାଷାଢା
୧୯. ଶ୍ରବଣା (ଶ୍ରାବଣ)
୨୦. ଧନିଷ୍ଠା
୨୧ ଶତଭିଷା
୨୨. ପୂର୍ବଭାଦ୍ର (ଭାଦ୍ରବ)
୨୩. ଉତ୍ତରା ଫାଲଗୁନି (ଫାଲଗୁନ)
୨୪. ହସ୍ତା
୨୫. ଚିତ୍ରା (ଚୈତ୍ର)
୨୬. ଉତ୍ତରଭାଦ୍ର (ଭାଦ୍ରବ)
୨୭. ରେବତୀ


ଓଡିଶାରେ ପ୍ରଥମ

୧. ପ୍ରଥମ ବିଶ୍ୱବିଦ୍ୟାଳୟ – ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର)
୨. ପ୍ରଥମ ଓଡିଆ ଲୋକସଭା ବାଚସ୍ପତି – ରବି ରାୟ
୩. ପ୍ରଥମ ସମ୍ବାଦପତ୍ର – ଉତ୍କଳ ଦୀପିକା (୧୮୬୬)
୪. ଓଡିଶାର ସିଧା ପ୍ରସାରଣ ପର୍ବ – ରଥଯାତ୍ରା
୫. ପ୍ରଥମ ନାଟ୍ୟକାର – ଜଗମୋହନ ଲାଲ
୬. ପ୍ରଥମ କବି – ମହାକବି ସାରଳା ଦାସ
୭. ପ୍ରଥମ ଉପନ୍ୟାସ – ବିବାସିନୀ (ରାମଶଙ୍କର ରାୟ)
୮. ପ୍ରଥମ ନାଟକ – ବାବାଜୀ
୯. ପ୍ରଥମ ବିଦ୍ୟାଳୟ – ରେଭେନସା କଲିଜିଏଟ୍ ସ୍କୁଲ କଟକ (୧୮୨୪)
୧୦. ପ୍ରଥମ ଜ୍ୟୋର୍ତିବିଜ୍ଞାନୀ – ସାମନ୍ତ ଚନ୍ଦ୍ରଶେଖର
୧୧. ପ୍ରଥମ ଓଡିଆ ଆଇ.ଏଫ୍. ଏସ୍. – କୁମାରୀ ସଂଯୁକ୍ତା ପଟ୍ଟନାୟକ
୧୨. ପ୍ରଥମ ଓଡିଆ ପୋଷ୍ଟ ଗ୍ରାଜୁଏଟ୍ – ଶ୍ରି ମଧୁସୂଦନ ଦାସ
୧୩. ପ୍ରଥମ ଓଡିଆ କୁଳପତି – ପ୍ରଫେସର ପ୍ରାଣକୃଷ୍ଣ ପରିଜା
୧୪. ପ୍ରଥମ ଓଡିଆ ଆର୍ନ୍ତଜାତିକ କ୍ରିକେଟ ଖେଳାଳୀ – ଦେବାଶିଷ ମହାନ୍ତି
୧୫. ପ୍ରଥମ ଓଡିଆ ଦୂରଦର୍ଶନ ଧାରାବାହିକ – ଆହୁତୀ
୧୬. ପ୍ରଥମ ଆଇନଜ୍ଞ –ଶ୍ରୀ ମଧୁସୂଦନ ଦାସ
୧୭. ପ୍ରଥମ ସିନେମା ହଲ୍ – ସୀତାରାମ ବିଳାସ ଟକିଜ୍ (ଏସ୍.ଏସ୍.ଭି.ଟି) ବ୍ରହ୍ମପୁର
୧୮. ପ୍ରଥମ ମହାବିଦ୍ୟାଳୟ – ରେଭେନସା ମହାବିଦ୍ୟାଳୟ, କଟକ
୧୯. ପ୍ରଥମ ଓଡିଆ ଡକ୍ତରେଟ୍ ଉପାଧି – ଚୌଧୁରୀ ଜଗନ୍ନାଥ ଦାସ
୨୦. ପ୍ରଥମ ଏୟାର ମାର୍ଶଲ – ଶ୍ରୀ ସରୋଜ ଜେନା
୨୧. ପ୍ରଥମ ମହିଳା ପର୍ବତାରୋହଣକାରୀ – ଚେତନା ସାହୁ
୨୨. ପ୍ରଥମ ବିଜୟୀନି (ଅର୍ଜୁନ ପୁରସ୍କାର) – ମିନତୀ ମହାପାତ୍ର
୨୩. ପ୍ରଥମ ସ୍ୱାଧୀନତା ସଂଗ୍ରାମୀ – ବୀର ସୁରେନ୍ଦ୍ର ସାଏ
୨୪. ପ୍ରଥମ ଜିଲ୍ଲା ଜର୍ଜ – ଶ୍ରୀ ଦୟାନିଧି ଦାସ
୨୫. ପ୍ରଥମ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର – ଶ୍ରୀ ଲୋକନାଥ
୨୬. ପ୍ରଥମ ବିଲାତି ଫେରନ୍ତା – ମଧୁସୂଦନ ଦାସ
୨୭. ପ୍ରଥମ ସଂସ୍କୃତି ବିଶ୍ୱବିଦ୍ୟାଳୟ – ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ
୨୮.ପ୍ରଥମ ଓଡିଆ ବୈଦେଶିକ ସଚିବ – ଲଳିତେନ୍ଦୁ ମାନସିଂ
୨୯. ପ୍ରଥମ ଓଡିଆ ଜମୁନାଲାଲ ବଜାଜ ପୁରସ୍କାର ପ୍ରାପ୍ତ – ରମାଦେବୀ ଚୌଧୁରୀ
୩୦. ପ୍ରଥମ ଦୂରଦର୍ଶନ କେନ୍ଦ୍ର – ସମ୍ବଲପୁର
୩୧. ପ୍ରଥମ ଓଡିଆ ରାଷ୍ଟ୍ରଦୂତ (ଆମେରିକା) – ଲଳିତେନ୍ଦୁ ମାନସିଂ
୩୨. ପ୍ରଥମ ଓଡିଆ (ଅନୁଗ୍ରତ ପୁରସ୍କାର ପ୍ରାପ୍ତ) ଡଃ ରାଧାନାଥ ରଥ
୩୩. ପ୍ରଥମ ଓଡିଶାର ହିନ୍ଦି ଚଳଚ୍ଚିତ୍ର ପ୍ରଯୋଜନା – ସୋଧ୍ (ସୀତାକାନ୍ତ ମିଶ୍ର)
୩୪. ବିହାର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ପ୍ରଥମ ଇଡିଆ – ମଧୁସୂଦନ ଦାସ
୩୫. ପ୍ରଥମ ଓଡିଆ ବିଧାୟିକା – ଶ୍ରୀମତୀ ସାରଳା ଦେବୀ
୩୬. ପ୍ରଥମ ଓଡିଆ ଗଳ୍ପ – ରେବତୀ
୩୭. ପ୍ରଥମ ଓଡିଆ ଆରକ୍ଷୀ ଅଧୀକ୍ଷକ – ଶ୍ରୀକୃଷ୍ଣ ମହାପାତ୍ର
୩୮. ପ୍ରଥମ ଓଡିଆ ମହିଳା ବାରିଷ୍ଟର – ଶ୍ରିମତୀ ଉର୍ମିବାଳା ରାୟ
୩୯. ପ୍ରଥମ ଓଡିଆ ନାରୀ ପତ୍ରିକା – ଆଶା
୪୦. ପ୍ରଥମ ଓଡିଆ ସୁପ୍ରିମକୋର୍ଟର ମୂଖ୍ୟ ବିଚାରପତି –ଶ୍ରୀଯୁକ୍ତ ରଙ୍ଗନାଥ ମିଶ୍ର
୪୧. ପ୍ରଥମ ମହିଳା ବିଚାରପତି (ହାଇକୋର୍ଟ) – ଶ୍ରୀମତୀ ଅମୀୟକୁମାରୀ ପାଢୀ
୪୨. ପ୍ରଥମ ଓଡିଆ ଜାତୀୟ ପୁରସ୍କରପ୍ରାପ୍ତ ଓଡିଆ ଚଳଚ୍ଚିତ୍ର – ମାୟା ମିରିଗ
୪୩. ପ୍ରଥମ ଓଡିଆ ପଦ୍ମଭୂଷଣ – ଡଃ ପ୍ରାଣକୃଷ୍ଣ ପରିଜା
୪୪. ପ୍ରଥମ ଓଡିଆ ରାଜନୈତିକ ବନ୍ଦୀ- ରାଜକୃଷ୍ଣ ବୋଷ
୪୫. ପ୍ରଥମ ଓଡିଆ ଆତ୍ମକାହାଣୀ- ଫକୀରମୋହନ ସେନାପତି
୪୬. ପ୍ରଥମ ଓଡିଆ ଆୟୁର୍ବେଦିକ ଚିକିତ୍ସକ – ଡଃ ସୁରେଶ ଚନ୍ଦ୍ର ଦାସ
୪୭. ପ୍ରଥମ ଓଡିଆ ଶିଶୁ ପତ୍ରିକା – ପ୍ରଭାତ (୧୯୦୯)
୪୮. ପ୍ରଥମ ଓଡିଆ ଶିକ୍ଷାବିତ୍ – ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ
୪୯. ପ୍ରଥମ ଓଡିଆ ଇଂଜିନିୟରିଂ ସ୍ନାତକ – ମାଧବ ଚନ୍ଦ୍ର ପଟ୍ଟନାୟକ
୫୦. ପ୍ରଥମ ଓଡିଆ ମହିଳା ସର୍ଜନ – ଡଃ ଜ୍ୟୋତ୍ସ୍ନା ଦେବୀ
୫୧. ପ୍ରଥମ ଓଡିଆ ସାକ୍ଷରତା ପତ୍ରିକା- ଗାନ୍ଧୀ ସମାଚାର (୧୯୨୮)
୫୨. ପ୍ରଥମ ଓଡିଆ ଚଳଚ୍ଚିତ୍ର – ସୀତା ବିବାହ
୫୩. ପ୍ରଥମ ଓଡିଆ ମାସିକ ପତ୍ରିକା – ନିଦାରୁଣ
୫୪. ପ୍ରଥମ ଓଡିଆ ମହିଳା ମୂଖ୍ୟମନ୍ତ୍ରୀ- ଶ୍ରୀମତୀ ନନ୍ଦିନୀ ଶତପଥି
୫୫. ପ୍ରଥମ ଓଡିଆ ରାଜ୍ୟପାଳ – ହରେକୃଷ୍ଣ ମହତାବ
୫୬. ପ୍ରଥମ ଓଡିଆ ଆଡଭୋକେଟ୍ ଜେନେରାଲ – ସ୍ୱାମୀ ବିଚିତ୍ରାନନ୍ଦ ଦାସ
୫୭. ପ୍ରଥମ ରାଜପଥ – ଜଗନ୍ନାଥ ସଡକ
୫୮. ପ୍ରଥମ ଓଡିଆ କବିତା ସଂକଳନ – ମୋହନବଂଶୀ (ରାଜନୈତିକ)
୫୯. ପ୍ରଥମ ଓଡିଆ ବାରିଷ୍ଟର – ବିଶ୍ୱନାଥ ମିଶ୍ର
୬୦. ପ୍ରଥମ ଓଡିଆ ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଧେଶକ – ପ୍ରଶାନ୍ତ ନନ୍ଦ
୬୧. ପ୍ରଥମ ଓଡିଆ ଭିଡିଓ ଚଳଚ୍ଚିତ୍ର – ବାହିନୀ
୬୨. ପ୍ରଥମ ଓଡିଆ ସୂତାକଳ – ଓଡିଶା ଟେକ୍ସଟାଇଲ୍ ମିଲ୍ସ୍, ଚୌଦ୍ୱାର
୬୩. ପ୍ରଥମ ଓଡିଆ ଆଇ.ସି,ଏସ୍. ଅଫିସର – ଶ୍ରୀ ନୀଳମଣି ସେନାପତି
୬୪. ପ୍ରଥମ ରାଜଧାନୀ ଓଡିଶାର – କଟକ
୬୫. ଓଡିଶାର ପ୍ରଥମ ବନ୍ଦର – ଚାନ୍ଦବାଲି
୬୬. ପ୍ରଥମ ଓଡିଆ ମୁଖ୍ୟ ଶାସନ ସଚିବ – ନୀଳମଣି ସେନାପତି
୬୭. ପ୍ରଥମ ସିମେଣ୍ଟ କାରଖାନା – ଓଡିଶା ସିମେଣ୍ଟ ଲିମିଟେଡ୍


ବିଭିନ୍ନ ଉପାଧିରେ ପ୍ରସିଦ୍ଧ ଓଡିଆ


୧. ବ୍ୟାସ କବି – ଫକୀରମୋହନ ସେନାପତି
୨. ସ୍ୱାଭାବ କବି – ଗଙ୍ଗାଧର ମେହେର
୩. କବି ସମ୍ରାଟ୍ – ଉପେନ୍ଦ୍ର ଭଞ୍ଜ
୪. କଳାନିଧି – ବାଞ୍ଚାନିଧି ସେନାପତି
୫. ଭକ୍ତକବି – ମଧୂସୁଦନ ରାଓ
୬. ବାଣୀକଣ୍ଠ – ନିମାଇଂଚରଣ ହରିଚନ୍ଦନ
୭. ସନ୍ଥକବି – ଭୀମ ଭୋଇ
୮. ଗାୟକ ସିରୋମଣି – ନିରଞ୍ଜନ କର
୯.କବିବର – ରାଧାନାଥ ରାୟ
୧୦. ଲୋକରତ୍ନ – ଡଃ କୁଞ୍ଜବିହାରୀ ଦାସ
୧୧. ଉତ୍କଳ କେଶରୀ – ଡଃ ହରେକୃଷ୍ଣ ମହତାବ
୧୨. ନୃତ୍ୟ ପ୍ରବିଣା – ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ
୧୩. ଅତିବଡି – ଜଗନ୍ନାଥ ଦାସ୍
୧୪. ଉତ୍କଳ ରତ୍ନ – ବିଶ୍ୱନାଥ ମିଶ୍ର
୧୫. ଗୀତିକବି – ଗୋପାଳକୃଷ୍ଣ ପଟ୍ଟନାୟକ
୧୬. ନେତାଜୀ – ସୁବାସ ଚନ୍ଦ୍ର ବୋଷ
୧୭. ଉତ୍କଳ ଘଣ୍ଟ – ଯଦୁମଣି ମହାପାତ୍ର
୧୮. ମଞ୍ଚଶ୍ରୀ – ଅଶ୍ୱିନୀ କୁମାର ଘୋଷ
୧୯. ଉତ୍କଳ ଗୌରବ – ମଧୁସୂଦନ ଦାସ
୨୦. କର୍ମବୀର – ଗୌରୀଶଙ୍କର ରାୟ
୨୧. କିଶୋରକଳି – ଶ୍ୟାମସୁନ୍ଦର ଦାସ
୨୨. କବିଚନ୍ଦ୍ର – କାଳିଚରଣ ପଟ୍ଟନାୟକ
୨୩. ପ୍ରକୃତି କବି – ଗଙ୍ଗାଧର ମେହେର
୨୪. ନାରୀ କବି – କୁନ୍ତଳାକୁମାରୀ ସାବତ
୨୫. କବି ଶେଖର – ଚିନ୍ତାମଣି ରାୟ
୨୬. ପ୍ରେମିକ କବି – ମାୟାଧର ମାନସିଂ
୨୭. ଗାୟକ ଶିରମଣି – ରଘୁନାଥ ପାଣିଗ୍ରାହୀ
୨୮. ଭୂମୀପୁତ୍ର – ବିଜୁ ପଟ୍ଟନାୟକ
୨୯. ଗାୟକ କବି – ହରିନାଥ
୩୦. ନାଟ୍ୟାଚାର୍ଯ୍ୟ – ରଘୁନାଥ ପଣ୍ଡା
୩୧. ଉତ୍କଳ ଭାରତୀ – କୁନ୍ତଳାକୁମାରୀ ସାବତ
୩୨. ଗାୟକ ଭାସ୍କର – ଜଗନ୍ନାଥ ବେହେରା
୩୩. କବିସୂର୍ଯ୍ୟ – ବଳଦେବ ରଥ
୩୪. କବି ମଞ୍ଜୁଳ – କୃଷ୍ଣ ପ୍ରସାଦ ବସୁ
୩୫. ଗାୟକ ସାଧକ – ବାଳକୃଷ୍ଣ ଦାସ
୩୬. କାନ୍ତ କବି – ଲକ୍ଷ୍ମୀକାନ୍ତ ମହାପାତ୍ର
୩୭. ଗାୟକ ରତ୍ନାକର – କାହ୍ନୁଚରଣ ପତିଶର୍ମା
୩୮. ଆଦିକବି – ଶାରଳା ଦାସ
 ୩୯. ଉତ୍କଳମଣି – ଗୋପବନ୍ଧୁ ଦାସ
୪୦. ଜାତୀୟ କବି – ବୀରକିଶର ଦାସ
୪୧. ଉତ୍କଳ ଭୀମ – ପଦ୍ମଚରଣ ପଟ୍ଟନାୟକ
୪୨. ବିଦଗ୍ଧ କବି – ଅଭିମନ୍ୟୁ ସାମନ୍ତସିଂହାର
୪୩. ନାଟ୍ୟ ଭାରତୀ – ଅଶ୍ୱିନୀ କୁମାର ଘୋଷ


ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ

୧. ଚନ୍ଦନଲାଗି ବେଶ  - ବୈଶାଖ ଅକ୍ଷୟ ତୃତୀୟାଠାରୁ ୨୧ ଦିନ ପର୍ଯ୍ୟନ୍ତ |
୨. ଗଣେଷ ଓ ହାତୀବେଶ – ଜ୍ୟେଷ୍ଠ ପୂର୍ଣ୍ଣିମା |
୩. ସୁନାବେଶ         - କାର୍ତ୍ତିକ ପୂର୍ଣ୍ଣିମା ଓ ଆଷାଢ ଶୁକ୍ଳ ଏକାଦଶୀ |
୪. ବଣଭୋଜୀ ବେଶ – ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ  |
୫. ପ୍ରଳମ୍ବାସୁର ବେଶ – ଭାଦ୍ର କୃଷ୍ଣପକ୍ଷ ଦ୍ୱାଦଶୀ |
୬. ରାଜାବେଶ   - ଆଶ୍ୱିନ ଶୁକ୍ଳ ଦଶମୀ, ପୌଷ ପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା  |
୭. ରାଈଦାମୋଦର ବେଶ – ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ |
୮. ଲକ୍ଷ୍ମୀନାରାୟଣ ବେଶ – କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ |
୯. ବାଙ୍କଚୂଡା ବେଶ – କାର୍ତ୍ତିକ ଶୁକ୍ଳ ଏକାଦଶୀ |
୧୦. ତ୍ରିବିକ୍ରମ ବେଶ – କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ |
୧୧. ନୃସିଂହ ବେଶ – କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଧଶୀ |
 ୧୨. ନାଗାର୍ଜୁନ ବେଶ – ପଞ୍ଚୁକ |
୧୩. ଗଜ ଉଦ୍ଧାରଣ ବେଶ – ମାଘମାସ ପୂର୍ଣ୍ଣିମା |
୧୪. କାଞ୍ଚିକାବେରୀ ବେଶ – ଫାଲଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ |
୧୫. ପଦ୍ମବେଶ – ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଥିବା ଶନିବାର ଓ
                      ରବିବାର |
୧୬. ନବକଳେବର ବେଶ – ପ୍ରତି ବାରବର୍ଷରେ ଥରେ ଯେଉଁ ଦୁଇଟି ଆଷାଢ ମାସ ପଡେ ସେହିବର୍ଷ ନବକଳେବର ବେଶ ହୁଏ |


ତିନି ରଥର ବିବରଣୀ


ପ୍ରତିବର୍ଷ ରଥଯାତ୍ରା ପାଇଁ ତିନି ଠାକୁରଙ୍କର ତିନିରଥ ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥାଏ | ଏହାର ବିବରଣୀ ନିମ୍ନରେ ପ୍ରଦତ୍ତ :-

ଶ୍ରୀ ଜଗନ୍ନାଥଙ୍କ ରଥ

୧. ରଥର ନାମ – ନନ୍ଦିଘୋଷ
୨. ଉଚ୍ଚତା – ୧୩.୫ ମିଟର
୩. ଲମ୍ବ ଓ ପ୍ରସ୍ଥ – ୩୪.୬ x ୩୪.୬
୪. ଚକ ସଂଖ୍ୟା – ୧୬
୫. ନେତ (ପତାକା) – ତ୍ରିଲୋକ୍ୟମୋହିନୀ
୬. କାଠ ସଂଖ୍ୟା – ୮୩୨
୭. କପଡାର ରଙ୍ଗ – ଲାଲ, ହଳଦିଆ
୮. ଅଶ୍ୱ - ଶାଙ୍ଗ୍ର, ବାଳାଙ୍କ, ଶ୍ୱେତ, ହରିଦ୍ୱାଶ
୯. ଦଉଡି – ଶଙ୍ଖଚୂଡ
୧୦. ରଥରେ ଥିବା ଦେବଦେବୀ – ହନୁମାନ, ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ,
                                        ଗୋବର୍ଦ୍ଧନଧାରଣ, ଚିନ୍ତାମଣୀ, ରାଘବ ଓ ନୃସିଂହ
୧୧. ସାରଥି – ଦାରୁକ
୧୨. ପ୍ରହରୀ – ଗରୁଡ
୧୩. ଆୟୁଧ – ଶଙ୍ଖଚକ୍ର


ବଳଭଦ୍ରଙ୍କ ରଥ


୧. ରଥର ନାମ –ତାଳଧ୍ୱଜ
୨. ଉଚ୍ଚତା – ୧୩.୨ ମି.
୩. ଲମ୍ବ ଓ ପ୍ରସ୍ଥ – ୩୩”x୩୩”
୪. ଚକ ସଂଖ୍ୟା – ୧୪
୫. ନେତ (ପତାକା) – ୟୁନାନୀ
୬. କାଠ ସଂଖ୍ୟା – ୭୬୩
୭. କପଡାର ରଙ୍ଗ – ଲାଲ, ନୀଳ, ସବୁଜ, କଳା
୮. ଅଶ୍ୱ - ତୀବ୍ର, ଘୋର, ଦୀର୍ଘଶ୍ରମା, ସ୍ୱର୍ଣ୍ଣନାଭ
୯. ଦଉଡି – ସ୍ୱର୍ଣ୍ଣଚୂଡ
୧୦. ରଥରେ ଥିବା ଦେବଦେବୀ – ପ୍ରଣମ୍ବାରୀ, ଯଦାନ୍ତକାରୀ, ହରିହର, ତ୍ର୍ୟମ୍ବକ,
                                        ବାସୁଦେବ, ନାଟମ୍ବର, ଅଘୋର, ତ୍ରିପୁରାଶିବ
୧୧. ସାରଥି – ମାତଳୀ
୧୨. ପ୍ରହରୀ – ବାସୁଦେବ
୧୩. ଆୟୁଧ – ହଳ ଓ ମୂଷଳ

ସୁଭଦ୍ରାଙ୍କ ରଥ

୧. ରଥର ନାମ – ଦର୍ପଦଳନ
୨. ଉଚ୍ଚତା – ୧୨.୯ ମି.
୩. ଲମ୍ବ ଓ ପ୍ରସ୍ଥ – ୩୧୬”x୩୧୬”
୪. ଚକ ସଂଖ୍ୟା – ୧୨
୫. ନେଅତ (ପତାକା) – ନାଦମ୍ବିକା
୬. କାଠ ସଂଖ୍ୟା – ୫୯୩
୭. କପଡାର ରଙ୍ଗ – ଲାଲ, କଳା
୮. ଅଶ୍ୱ - ରୁଚିକା, ମୋଚିକା, ଜିତା, ଅପରାଜିତା
୯. ଦଉଡି – ସ୍ୱର୍ଣ୍ଣଚୂଡ
୧୦. ରଥରେ ଥିବା ଦେବଦେବୀ – ବିମଳା, ଚାମୁଣ୍ଡା, ଭଦ୍ରକାଳୀ, ମଙ୍ଗଳା ହରଚଣ୍ଡିକା
                                        ବାରାହୀୟ, କାତ୍ୟାୟିନି, କାଳୀ, ବନଦୂର୍ଗା
୧୧.ସାରଥି – ଅର୍ଜୁନ
୧୨. ପ୍ରହରୀ – ଜୟଦୁର୍ଗା
୧୩. ଆୟୁଧ – ପଦ୍ମ କଳାହାର



                          


ଆୟୁର୍ବେଦିକ କଲେଜ

୧. ଗୋପବନ୍ଧୁ ଆୟୁର୍ବେଦିକ କଲେଜ- ପୁରୀ
୨.ସରକାରୀ ଆୟୁର୍ବେଦିକ କଲେଜ-ବଲାଙ୍ଗୀର
୩.ନୃସଂହନାଥ ଆୟୁର୍ବେଦିକ କଲେଜ- ବରଗଡ
୪. ମୟୁରଭଞ୍ଜ ଆୟୁର୍ବେଦିକ କଲେଜ- ବାରିପଦା
୫. ଇନ୍ଦିରାଗାନ୍ଧି ମେମୋରିଆଲ ଆୟୁର୍ବେଦିକ ମେଡିକାଲ କଲେଜ- ଭୂବନେଶ୍ୱର
୬. କବିରାଜ ଅନନ୍ତ ତ୍ରିପାଠି ଶର୍ମା ଆୟୁର୍ବେଦିକ କଲେଜ ଓ ଡାକ୍ତରଖାନା- ବ୍ରହ୍ମପୁର

ହୋମିଓପାଥି କଲେଜ

୧.ଉତ୍କଳମଣି ହୋମିଓପାଥି କଲେଜ- ରାଉରକେଲା
୨.ଡଃ. ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ କଲେଜ ଓ ଡାକ୍ତରଖାନା- ଭୂବନେଶ୍ୱର
୩. କଟକ ହୋମିଓପାଥିକ୍ କଲେଜ- କଟକ
୪.ବିଜୁ ପଟ୍ଟନାୟକ ହୋମିଓପାଥିକ୍ ମେଡିକାଲ କଲେଜ- ବ୍ରହ୍ମପୁର
୫.ଓଡିଶା ହୋମିଓପାଥିକ୍ ମେଡିକାଲ ଓ ଗବେଷଣା କଲେଜ- ସମ୍ବଲପୁର
୬.ମୟୁରଭଞ୍ଜ ହୋମିଓପାଥିକ୍ ମେଡିକାଲ କଲେଜ- ବାରିପଦା


ଇଞ୍ଜିନିୟରିଂ କଲେଜ

୧. ନ୍ୟାସନାଲ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି- ରାଉରକେଲା
୨.କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ପଲିଟେକନିକ୍- ସରାଙ୍ଗ
୩. ଓଡିଶା କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି- ଭୂବନେଶ୍ୱର
୪. ଭୂବନାନନ୍ଦ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ- ଭୂବନେଶ୍ୱର, କଟକ
୫.ବୁର୍ଲା ଇଞ୍ଜିନିୟରିଂ କଲେଜ- ସମ୍ବଲପୁର
୬.ଇଞ୍ଜିନିୟରିଂ ସ୍କୁଲ୍- ଝାରସୁଗୁଡା
୭. ସଞ୍ଜୟ ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି- ବ୍ରହ୍ମପୁର
୮.କେନ୍ଦୁଝର ଇଞ୍ଜିନିୟରିଂ ସ୍କୁଲ୍- ବାରିପଦା
୯. ଉମାଚରଣ ପଟ୍ଟନାୟକ, ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ- ବ୍ରହ୍ମପୁର


ଶିଳ୍ପ ତାଲିମ କେନ୍ଦ୍ର

୧. ସରକାରୀ ଆଇ,ଟ୍.ଆଇ. (ମହିଳା)- ଭୂବନେଶ୍ୱର
୨.ସରକାରୀ ଆଇ.ଟି.ଆଇ.  (ମହିଳା)- ବଲାଙ୍ଗିର
୩.ସରକାରୀ ଆଇ.ଟି.ଆଇ.  (ମହିଳା)- କଟକ
୪.ସରକାରୀ ଆଇ.ଟି.ଆଇ. (ମହିଳା)- ଢେଙ୍କାନାଳ
୫.ସରକାରୀ ଆଇ.ଟି.ଆଇ. (ମହିଳା)- ଛତ୍ରପୁର
୬. ସରକାରୀ ଆଇ.ଟି.ଆଇ. (ମହିଳା)- ଉମରକୋଟ୍
୭. ସରକାରୀ ଆଇ.ଟି.ଆଇ. – ତାଳଚେର
୮. ସରକାରୀ ଆଇ.ଟି.ଆଇ. – ପୁରୀ
୯. ସରକାରୀ ଆଇ.ଟି.ଆଇ. – ହୀରାକୁଦ
୧୦.ସରକାରୀ ଆଇ.ଟି.ଆଇ. –ଫୁଲବାଣୀ
୧୧.ସରକାରୀ ଆଇ.ଟି.ଆଇ. –ପାନପୋଶ
୧୨.ସରକାରୀ ଆଇ.ଟି.ଆଇ. –କାକଟପୁର
୧୩.ସରକାରୀ ଆଇ.ଟି.ଆଇ. –ଭବାନିପାଟଣା
୧୪.ସଅଅରକାରୀ ଆଇ.ଟି.ଆଇ. – ବ୍ରହ୍ମପୁର
୧୫.ସରକାରୀ ଆଇ.ଟି.ଆଇ. – ବଲାଙ୍ଗିର
୧୬.ସରକାରୀ ଆଇ.ଟି.ଆଇ. – ବାଲେଶ୍ୱର
୧୭.ସରକାରୀ ଆଇ.ଟି.ଆଇ. – ଅମ୍ବାଗୁଡା
୧୮.ସରକାରୀ ଆଇ.ଟି.ଆଇ. –କଟକ
୧୯.ସରକାରୀ ଆଇ.ଟି.ଆଇ. –ବୌଦ୍


ପୋଲିସ୍ ଟ୍ରେନିଂ କଲେଜ

୧. ଓଡିଶା ପୋଲିସ୍ ଟ୍ରେନିଂ କଲେଜ- ଅନୁଗୁଳ
୨. ପୋଲିସ୍ ଟ୍ରେନିଂ ସ୍କୁଲ୍ – ନୟାଗଡ
୩. ପୋଲିସ୍ ଟ୍ରାଫିକ୍ ଟ୍ରେନିଂ ସ୍କୁଲ୍ – ଭୂବନେଶ୍ୱର
୪.ଫରେଷ୍ଟ୍ ରେଞ୍ଜର୍ ଟ୍ରେନିଂ କଲେଜ – ଅନୁଗୁଳ


ହ୍ରଦ

ନାମ - ଅବସ୍ଥିତି  -  ଆୟତନ (ବର୍ଗ କି.ମି.)

୧.ଚିଲିକା (ଲବଣ)- ପୁରୀ ଓ ଗଞ୍ଜାମ-୫୧୫
୨.ଅଂଶୁପା (ମଧୁର)- କଟକ- ୪୨
୩.ସର (ମଧୁର) - ପୁରୀ - ୧୫

 ଜଳପ୍ରପାତ

ନାମ          ସ୍ଥାନ      
      
ଡୁଡୁମା   -     କରାପୁଟ      
ସାନଘାଗରା- କେନ୍ଦୁଝର
କେନ୍ତାମାରି -  କନ୍ଧମାଳ     
କାଗା   -       କୋରାପୁଟ
ପ୍ରଧାନପାଟ  - ଦେଓଗଡ    
ବଡଘାଗରା   -କେନ୍ଦୁଝର
ଖଣ୍ଡାଧାର  -   ସୁନ୍ଦରଗଡ    
ବରେହିପାଣି - ମୟୁରଭଞ୍ଜ
ଗୁଟୁଡି  -       କନ୍ଧମାଳ    
ଖମ୍ବାବାଳଧାର-କଳାହାଣ୍ଡି
ରାବଣଧାରା-  କଳାହାଣ୍ଡି      
ହରିଶଙ୍କର    - ବଲାଙ୍ଗିର

                ଅଭୟାରଣ୍ୟ

ନାମ              ଜିଲ୍ଲା
ଟିକରପଡା       ଅନଗୁଳ
ଉଷାକୋଠି       ସମ୍ବଲପୁର
ସିମିଳିପାଳ       ମୟୁରଭଞ୍ଜ
ଚନ୍ଦକା             ଖୋର୍ଦ୍ଧା
ଗହୀରମଥା       କେନ୍ଦ୍ରାପଡା


            ପ୍ରାଣୀ ସଂରକ୍ଷଣ କେନ୍ଦ୍ର

ନାମ - ସ୍ଥାନ - ଜିଲ୍ଲା

ବାଘ - ସିମିଳିପାଳ - ମୟୁରଭଞ୍ଜ
କୁମ୍ଭୀର - ଟିକରପଡା -  ଅନୁଗୁଳ
ବଉଳାକୁମ୍ଭୀର - ଭିତରକନିକା-କେନ୍ଦ୍ରାପଡା
ହାତୀ - ଚନ୍ଦକା - ଖୋର୍ଦ୍ଧା
କଇଂଛ - ଗହୀରମଥା - କେନ୍ଦ୍ରାପଡା


 ପର୍ବତ

ନାମ- ସ୍ଥାନ - ଉଚ୍ଚତା (ଫୁଟ)

ଦେଓମାଳି - କୋରାପୁଟ -୫୪୮୭
ଚନ୍ଦ୍ରଗିରି - କୋରାପୁଟ - ୫୪୮୬
ମାଲ୍ୟଗିରି - ମୟୁରଭଞ୍ଜ -୩୮୯୫
ପଞ୍ଚଧାରା - ଆଠମଲ୍ଲିକ -୩୮୨୫
ନୀଳଗିରି - ବାଲେଶ୍ୱର -୩୮୨୬
ମହାଗିରି - କଟକ -୩୮୨୪
ଗନ୍ଧମାର୍ଦ୍ଧନ - ବରଗଡ, ବଲାଙ୍ଗିର -୩୪୬୯
ମେଘାସନ - ମୟୁରଭଞ୍ଜ -୨୯୪୮
ରାଜଗିରି - ପୁରୀ -୨୯୨୮
କପିଳାସ - ଢେଙ୍କାନାଳ -୨୨୨୩
କାଙ୍କାଶ୍ୟାମା - କଳାହାଣ୍ଡି -୪୧୮


 ଉଷ୍ଣପ୍ରସବଣ

ନାମ                   ସ୍ଥାନ

ତପ୍ତପାଣି              ଗଞ୍ଜାମ
ଅଟ୍ରି                    ପୁରୀ
ଆଠମଲ୍ଲିକ             ଢେଙ୍କାନାଳ
ବଂଶକେଲା             କଳାହାଣ୍ଡି
ତାରବେଳ              ପୁରୀ

  ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର

ନାମ - ଜିଲ୍ଲା - କ୍ଷମତା (ମେଗାୱାଟ୍)

ହିରାକୁଦ-ସମ୍ବଲପୁର-୩୪୭
ଚିପିଲିମା-ସମ୍ବଲପୁର-୨୬୦
ବାଲିମେଳା-ମାଲକାନଗିରି-୩୬୦
ମାଛକୁଣ୍ଡ-ମାଲକାନଗିରି-୨୨୦
ତାଳଚେର-ଢେଙ୍କାନାଳ-୨୫୦
ଉପର କୋଲାବ-କୋରାପୁଟ-୩୨୦
ଉପର ଇନ୍ଦ୍ରାବତୀ-କଳାହାଣ୍ଡି-୩୨୦


ଖଣିଜ ପଦାର୍ଥ

ପଦାର୍ଥ - ସ୍ଥାନ - ଜିଲ୍ଲା

ଲୁହା     
          
ଦୈତାରୀ,ଟମକା -କଟକ
ଯୋଡା, ବଡବିଲ -କେନ୍ଦୁଝର                
ବାଂଶପାଣି, ବାଦାମପାହାଡ, ଗୋରୁମହିଷାଣି-ମୟୁରଭଞ୍ଜ               
ବଡସୁଆଁ, ଟେନସା - ସୁନ୍ଦରଗଡ                      
     
ମାଙ୍ଗାନିଜ୍         

ନିମିଖୋଲ-କଳାହାଣ୍ଡି
                    
ଯୋଡା, ଯାମଦା, ବଡବିଲ-କେନ୍ଦୁଝର
                    
କୁଟିଙ୍ଗା -କୋରାପୁଟ
                     
ଚମ୍ପାସର-ବଲାଙ୍ଗିର
                     
ବଣାଇ,ବାମେବାରି-ସୁନ୍ଦରଗଡ

କ୍ରୋମାଇଟ୍        

ଦୈତାରି, ସାରୁଆବିଲ- କଟକ
                     
କେନାଲ୍, ନୂଆସାଇ- କେନ୍ଦୁଝର
                     
ଚିରସାର, ମରୁଆବାରି- ଢେଙ୍କାନାଳ

ବକସାଇଟ୍   
      
ଖଡିଆଳ, କାରୋରାପାଟ- କଳାହାଣ୍ଡି
                      
ଦାମନଯୋଡି,ପଟାଙ୍ଗି- କୋରାପୁଟ

କୋଇଲା    
       
ତାଳଚେର- ଢେଙ୍କାନାଳ
                      
ରାମପୁର- ସମ୍ବଲପୁର

ଚୂନପଥର           

ବୀରମିତ୍ରପୁର, ପୁରୁଣାପାଣି, ହାତୀବାଡ- ସୁନ୍ଦରଗଡ

ନିକେଲ୍              

ସୁକୁନ୍ଦା- କଟକ

ଗ୍ରାଫାଇଟ୍

ପାଟଣାଗଡ, ଟିଟିଲାଗଡ- ବଲାଙ୍ଗିର

ଚିନାମାଟି             

କରଞ୍ଜିଆ, ଯଶିପୁର-ମୟୁରଭଞ୍ଜ


                        ଶିଳ୍ପ ଓ କାରଖାନା

୧. ରେଳଡବା ମରାମତି କାରଖାନା- ମଞ୍ଚେଶ୍ୱର, ଭୂବନେଶ୍ୱର
୨. ଆଲୁମିନିୟମ କାରଖାନା- ଅନୁଗଳ, ଦାମନଯୋଡି
୩. ଫେରୋକ୍ରମ୍- ଯାଜପୁର ରୋଡ
୪. ଇସ୍ପାତ୍ କାରଖାନା- ରାଉରକେଲା, କଳିଙ୍ଗନଗର (ଡୁବୁରି)
୫. ପେପର ମିଲ୍
     (କ) ସେବା ପେପର ମିଲ୍ – କୋରାପୁଟ
     (ଖ) କୋଣାର୍କ ପେପର ମିଲ୍ –କେନ୍ଦୁଝର
     (ଗ)ଜେ.କେ. ପେପର ମିଲ୍ –ରାୟଗଡା
     (ଘ) ଓରିଏଣ୍ଟ ପେପର ମିଲ୍ –ବ୍ରଜରାଜନଗର
      (ଙ) ଇମାମୀ ପେପର ମିଲ୍ – ମୋତିଗଞ୍ଜ
      (ଚ) ବଲରପୁର ପେପର ମିଲ୍ – ଚୌଦାର
୬. ସୂତାକଳ- ଆସ୍କା, ବରଗଡ, ଢେଙ୍କାନାଳ, ଚୌଦାର, ଝାରସୁଗୁଡା, ଖୋର୍ଦ୍ଧା, କେସିଙ୍ଗା, ରାହାମା, ରାଇରଙ୍ଗପୁର
୭.ଚିନି କାରଖାନା- ଢେଙ୍କାନାଳ, ବଡମ୍ବା, ବରଗଡ, ଆସ୍କା, ନୟାଗଡ
୮.ମିଗ୍ ବିମାନ୍ ଇଞ୍ଜିନ୍ କାରଖାନା-  ସୁନାବେଡା
୯.ଏଚ୍.ଏମ୍.ଟି. ଘଣ୍ଟା କାରଖାନା- ଖୋର୍ଦ୍ଧା
୧୦.ଓଡିଶା କେମିକାଲ୍- ତାଳଚେର
୧୧. ଅଏଲ୍ ଓଡିଶା- ଖୋର୍ଦ୍ଧା
୧୨. ଝୋଟକଳ – ଧାନମଣ୍ଡଳ
୧୩. କେବୁଲ୍ ଫ୍ୟାକ୍ଟେରୀ – ହିରାକୁଦ
୧୪. ଫେରମାଙ୍ଗାନିଜ୍ କାରଖାନା – ଜୟପୁର, ରାୟଗଡା, ଜୋଡା
୧୫. ଜଳବିଦ୍ୟୁତ୍ ପ୍ରକଳ୍ପ – ରେଙ୍ଗାଲୀ, ବାଲିମେଳା, ହୀରାକୁଦ
୧୬.ଟାଇଲ୍ ଫ୍ୟାକ୍ଟ୍ରି – ଚୌଦ୍ୱାର
୧୭. ଯନ୍ତ୍ରପାତି – ସାଂସବାହଲ
୧୮. ଫେରଭାନାଡିୟମ୍ କାରଖାନା – ରାଜଗାଙ୍ଗପୁର
୧୯. ଅଟୋ ଇଣ୍ଡିଆ – ରାଉରକେଲା
୨୦. କାଚ କାରଖାନା – ବାରଙ୍ଗ, ବେଲପାହାଡ, ରାଜଗାଙ୍ଗପୁର
୨୧. ପ୍ଲାଷ୍ଟିକ୍ – ମଞ୍ଚେଶ୍ୱର
୨୨. ବିର୍ଲା ଟାୟାର – ବାଲେଶ୍ୱର
୨୩. ସାର କାରଖାନା – ତାଳଚେର, ପାରାଦୀପ, ରାଉରକେଲା
୨୪. ଟିଉବ୍ କାରଖାନା – ଚୌଦ୍ୱାର
୨୫. ଓଡିଶା ଲ୍ୟାମ୍ଫ୍ –ଖୋର୍ଦ୍ଧା
୨୬. ସିମେଣ୍ଟ କାରଖାନା – ବରଗଡ, ରାଜଗାଙ୍ଗପୁର
୨୭. ଲୁଗାକଳ – ଚୌଦ୍ୱାର, ବରଗଡ
୨୮. ଖାର ସୋଡା – ଗଞ୍ଜାମ
୨୯. ଚମଡା କାରଖାନା – ଅନୁଗୁଳ
୩୦. ସାବୁନ କାରଖାନା – କଟକ
୩୧. ଶିଙ୍ଗ ଶିଳ୍ପ – ପାରଳାଖେମୁଣ୍ଡି
୩୨. କାଠ କଣ୍ଢେଇ –ପୁରୀ
୩୩. ବେତ ଓ ବାଉଂଶ ହସ୍ତଶିଳ୍ପ – ବିଦ୍ୟାଧରପୁର, ପାରଳାଖେମୁଣ୍ଡି
୩୪. ଚାନ୍ଦୁଆ – ପିପିଲି
୩୫. ସମ୍ବଲପୁରୀ ଶାଢୀ – ବରପାଲି, ବରଗଡ, ସମ୍ବଲପୁର
୩୬. ପଥର କାରୁକାର୍ଯ୍ୟ – ଖିଚିଂ, ନୀଳଗିରି
୩୭. ଟସର ଶାଢୀ – ମାଣିଆବନ୍ଧ, ମୟୁରଭଞ୍ଜ
୩୮. କଂସା ଓ ପିତ୍ତଳ –ଭୁବନ, କାଳକାଟି, କଣ୍ଟିଲ, ରେମୁଣା
୩୯. ମଠା ଓ ପାଟ ଶାଢୀ – ତିଗିରିଆ, ବ୍ରହ୍ମପୁର
୪୦. ବିରଳ ମୃତ୍ତିକା – ଛତ୍ରପୁର
                                                       


ପ୍ରଥମ ଓଡିଆ ମହିଳା

୧. ମୂଖ୍ୟମନ୍ତ୍ରୀ – ଶ୍ରୀମତୀ ନନ୍ଦିନୀ ଶତପଥୀ
୨.ମହିଳା ଆୟୁକ୍ତ – ରାନୁ ମିଶ୍ର
୩.ମନ୍ତ୍ରୀ – ବସନ୍ତ ମଞ୍ଜରୀ ଦେବୀ
୪. ଆଦିବାସୀ ମନ୍ତ୍ରୀ – ସରସ୍ୱତୀ ହେମ୍ବ୍ରମ୍
୫. ବାରିଷ୍ଟର –ଉର୍ମିବାଳା ରାୟ
୬. ପାଇଲଟ – ଗିରିବାଳା ମହାନ୍ତି
୭. ଆଇନଜ୍ଞ – ସୁଧାଂଶୁବାଳା ହାଜରା
୮. ଚିକିତ୍ସକ – ଡଃ କୁନ୍ତଳା କୁମାରୀ ସାବତ
୯. କ୍ରିକେଟ୍ ପ୍ରଶିକ୍ଷିକା – ରଞ୍ଜିତା ମହାନ୍ତି
୧୦. ହାଇକୋର୍ଟ ବିଚାରପତି – ଅମୀୟ କୁମାରୀ ପାଢୀ
୧୧.ବିଧାୟୀକା – ସାରଳା ଦେବୀ
୧୨. ଜିଲ୍ଲାପାଳ – ଚନ୍ଦ୍ରମଣୀ ନାରାୟଣୀ ସ୍ୱାମୀ
୧୩. ମହାବିଦ୍ୟାଳୟ ଅଧ୍ୟକ୍ଷା – ନିର୍ମଳା ନାୟକ
୧୪. ସ୍ନାତକ – ନର୍ମଦା କର
୧୫. କୈବୟିତ୍ରୀ – ସୁଲକ୍ଷଣା ଦେବୀ
୧୬. ଯନ୍ତ୍ରୀ – ସୁଧିର ଦାସ
୧୭. ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ – ଜୟନ୍ତୀ ପଟ୍ଟନାୟକ
୧୮. ସମୁଦ୍ର ପଥରେ ଇଣ୍ଡୋନେସିଆ ଯାତ୍ରା – ନିବେଦିତା ଆଚାର୍ଯ୍ୟ
୧୯. ରାଜ୍ୟସଭା ସଦସ୍ୟା – ନନ୍ଦିନୀ ଶତପଥୀ
୨୦. ଆଇ.ଏଏସ୍.ଟପର – ରୂପା ମିଶ୍ର
୨୧. ଅର୍ଜୁନ ପୁରସ୍କାର – ମିନତୀ ମହାପାତ୍ର
୨୨. ଦୂରଦର୍ଶନ ସମାଚାର ପାଠିକା – ସଂଘମିତ୍ରା କାନୁନଗୋ
୨୩. ଆଇ.ପି.ଏସ୍. ଅଫିସର- ସୌମା ମିଶ୍ର
୨୪. ମେୟର- ସୁଶ୍ରୀ ନିବେଦିତା ପ୍ରଧାନ
୨୫. ସାମ୍ବାଦିକା- ପଦ୍ମାଳୟା ଦାସ
୨୬. ଚଳଚିତ୍ର ନିର୍ଦ୍ଧେଶିକା- ପାର୍ବତୀ ଘୋଷ
୨୭. ହିନ୍ଦୀ ଚଳଚିତ୍ରରେ ଅଭିନୟ- ଡଲୀ ଜେନା
୨୮.ଇଂରାଜୀ ଚଳଚିତ୍ରରେ ଅଭିନୟ- ଜ୍ୟୋତ୍ସ୍ନା ଦେବୀ
୨୯. ଆର୍କିଟେକର- କବିତା ମହାନ୍ତି
୩୦. ବେତାରକେନ୍ଦ୍ର ନିର୍ଦ୍ଧେଶିକା- ବୀଣା ଦେବୀ
୩୧. ଇଉରୋପ ଭ୍ରମଣ- ରମା ଦେବୀ
୩୨. ରାଜନୀତିଜ୍ଞା- ରମା ଦେବୀ
୩୩. ବଙ୍ଗଳା ଚଳଚିତ୍ରରେ ଅଭିନୟ- ମହାଶ୍ୱେତା ରାୟ


ଓଡିଶାର ବୃହତ୍ତମ


୧.ମହାବିଦ୍ୟାଳୟ- ରେଭେନ୍ସା ମହାବିଦ୍ୟାଳୟ, କଟକ
୨. ଶିବ ମନ୍ଦିର- ଲିଙ୍ଗରାଜ ମନ୍ଦିର, ଭୂବନେଶ୍ୱର
୩. ଅଟ୍ଟାଳିକା (ଦୀର୍ଘତମ) – ରାଜ୍ୟ ସଚିବାଳୟ
୪. ନଦୀବନ୍ଧ – ହୀରାକୁଦ
୫. ଗାଁ – ଭୂବନ, ଢେଙ୍କାନାଳ
୬. ସୁଡଙ୍ଗ – ମୋଇଲିଗୁଡା, କୋରାପୁଟ
୭. ବିଦ୍ୟୁତ୍ ସରବରାହ କେନ୍ଦ୍ର – ବାଲିମେଳା
୮. ରେଲୱେ ପ୍ଲାଟଫର୍ମ – ଭୂବନେଶ୍ୱର
୯. ସବଡିଭିଜନ – ମାଲକାନଗିରି
୧୦. ରାଜପଥ – ଜଗନ୍ନାଥ ସଡକ (କଲିକତାରୁ ପୁରୀ)
୧୧. ନଦୀ – ମହାନଦୀ
୧୨. ଦୁର୍ଭିକ୍ଷ – ନଅଙ୍କ ଦୁର୍ଭିକ୍ଷ
୧୩. ପୋଖରୀ – ବିନ୍ଦୁସାଗର (ଭୂବନେଶ୍ୱର)
୧୪. ଡାକ୍ତରଖାନା – ଶ୍ରୀରାମଚନ୍ଦ୍ର ଭଞ୍ଜ, ଭେସଜ ମହାବିଦ୍ୟାଳୟ, କଟକ
୧୫. ପର୍ବତ – ଦେଓମାଳି
୧୬. ବିଦ୍ୟାଳୟ – ରାଣୀହାଟ ହାଇସ୍କୁଲ, କଟକ
୧୭. ବଡଦାଣ୍ଡ – ପୁରୀ ବଡଦାଣ୍ଡ
୧୮. ବଡ ରଥ – ଜଗନ୍ନାଥ (ନନ୍ଦିଘୋଷ)
୧୯. ଅଟ୍ଟାଳିକା – (ଉଚ୍ଚତା) ନିର୍ମାଣଭବନ ଭୂବନେଶ୍ୱର
୨୦. ସହର – କଟକ
୨୧. ଷ୍ଟାଡିୟମ୍  - ବାରବାଟୀ ଷ୍ଟାଡିୟମ୍, କଟକ
୨୨. ମହୋଦଧି – ପୁରୀ (ବଙ୍ଗୋପସାଗର)
୨୩. ପର୍ବ – ରଥଯାତ୍ରା
୨୪. ଭୋଗ – ମହାପ୍ରସାଦ
୨୫. ଜଳପ୍ରପାତ – ଡୁଡୁମା
୨୬. ବଡ ଠାକୁର – ଶ୍ରୀ ବଳଭଦ୍ର
୨୭. ହ୍ରଦ – ଚିଲିକା
୨୮. ବିମାନ ବନ୍ଦର – ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ଭୂବନେଶ୍ୱର
୨୯. କାରଖାନା – ରାଉରକେଲା ଇସ୍ପାତ କାରଖାନା
୩୦. ରେଲୱେ ଜଙ୍କସନ୍ – ଖୋର୍ଦ୍ଧାରୋଡ, ଜଟଣୀ
୩୧. ପଞ୍ଚାୟତ – ବୋରିଗୁମ୍ମା
୩୨. ବହି – ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
୩୩. ସୂର୍ଯ୍ୟ ମନ୍ଦିର – କୋଣାର୍କ
୩୪. ଯାତ୍ରା – ବାଲିଯାତ୍ରା, କଟକ
୩୫. ମୁଦ୍ରଣାଳୟ – ସରକାରୀ ମୁଦ୍ରଣାଳୟ, କଟକ
୩୬. ପୋଲ – ମହାନଦୀ ପୋଲ
୩୭. ଖବରକାଗଜ – ଅସ୍ପଷ୍ଟ (ସମାଜ କିମ୍ବା ସମ୍ବାଦ)
୩୮. ଶ୍ମଶାନ – ସ୍ୱର୍ଗଦ୍ୱାର, ପୁରୀ
୩୯. ଶାସନ – ପଞ୍ଚକୋଷୀ ଶାସନ (ପୁରୀ)
୪୦. ପ୍ରାଚୀର – ମେଘନାଦ ପ୍ରାଚୀର (ଶ୍ରୀମନ୍ଦିର, ପୁରୀ)
୪୧. ଦୁର୍ଗ – ବାରବାଟୀ ଦୁର୍ଗ (କଟକ)
୪୨. ପର୍ଯ୍ୟଟନ ସ୍ଥଳୀ – ପୁରୀ
୪୩. ଅତ୍ୟାଧୁନିକ ଚିକିତ୍ସାଳୟ – କଳିଙ୍ଗ ହସପିଟାଲ (ଭୁବନେଶ୍ୱର)
୪୪. ବସଷ୍ଟାଣ୍ଡ – ବରମୁଣ୍ଡା ସରକାରୀ ବସଷ୍ଟାଣ୍ଡ (ଭୁବନେଶ୍ୱର)
୪୫. ହୋଟେଲ୍ – ଓବରାଇ (ଭୁବନେଶ୍ୱର)
୪୬. ଖଣୀ – ତାଳଚେର କୋଇଲାଖଣୀ
୪୭. ମତ୍ସ୍ୟ ଗବେଷଣା କେନ୍ଦ୍ର – କୌଶଲ୍ୟାଗଙ୍ଗ (ପୁରୀ)
୪୮. ଧାନ ଗବେଷଣା କେନ୍ଦ୍ର – ବିଦ୍ୟାଧରପୁର (କଟକ)
୪୯. ଫେରୋକ୍ରମ – ଯାଜପୁର


ଓଡିଶାର ସମ୍ବାଦପତ୍ର, ପ୍ରତିଷ୍ଠାତା ଓ ସମ୍ପାଦକ



୧. ପ୍ରଜାତନ୍ତ୍ର-

ପ୍ରତିଷ୍ଠାତା- ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ
ସମ୍ପାଦକ- ଶ୍ରୀମତୀ ମହେଶ୍ୱତା ମହତାବ

୨. ସମାଜ -   

ପ୍ରତିଷ୍ଠାତା- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ
ସମ୍ପାଦକ- ଶରତ ମିଶ୍ର

୩. ସମ୍ବାଦ -   

ପ୍ରତିଷ୍ଠାତା- ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ
ସମ୍ପାଦକ- ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ

୪. ମାତୃଭାଷା-

ପ୍ରତିଷ୍ଠାତା- ଚନ୍ଦ୍ରଶେଖର ମହାପାତ୍ର
 ସମ୍ପାଦକ- ଚନ୍ଦ୍ରଶେଖର ମହାପାତ୍ର

୫. ସ୍ୱରାଜ୍ୟ – 

ପ୍ରତିଷ୍ଠାତା- ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ
ସମ୍ପାଦକ- ଶ୍ରୀ ଅଦ୍ୱୈତ ଚରଣ ହୋତା

୬. ଧରିତ୍ରୀ

ପ୍ରତିଷ୍ଠାତା – ଶ୍ରୀମତୀ ନନ୍ଦିନୀ ଶତପଥୀ
ସମ୍ପାଦକ – ଶ୍ରୀ ତଥାଗତ ଶତପଥୀ

୭. ପ୍ରଗତିବାଦୀ

    ପ୍ରତିଷ୍ଠାତା – ଶ୍ରୀ ପ୍ରଦ୍ୟୁମ୍ନ ବଳ
    ସମ୍ପାଦକ – ଶ୍ରୀ ସମାହିତ ବଳ

୮. ଆଶା

   ସମ୍ପାଦକ – ପ୍ରମୋଦ କୁମାର ପଣ୍ଡା

୯. ସମ୍ବାଦବାହିକା

    ପ୍ରତିଷ୍ଠାତା – ଫକୀରମୋହନ ସେନାପତି
    ସମ୍ପାଦକ  - ଦୁଲାଲ ମିଶ୍ର

୧୦. ସମୟ

       ପ୍ରତିଷ୍ଠାତା –ବସନ୍ତ କୁମାର ବିଶ୍ୱାଳ
       ସମ୍ପାଦକ – ସାତକୋଡି ହୋତା

୧୧. ରାଷ୍ଟ୍ରଦ୍ୱୀପ

      ପ୍ରତିଷ୍ଠାତା - ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
      ସମ୍ପାଦକ – ଜଗବନ୍ଧୁ ମିଶ୍ର

୧୨. ମାତୃଭାଷା

       ପ୍ରତିଷ୍ଠାତା – ବାଳକୃଷ୍ଣ କର
       ସମ୍ପାଦକ  - ବିଚିତ୍ରାନନ୍ଦ କର   



କ୍ରମାନୟରେ ଓଡିଶାର ରାଜ୍ୟପାଳଗଣ

୧. ଶ୍ରୀଯୁକ୍ତ ସାର ଜନ୍ ଅଷ୍ଟିନ୍ ହବାକ୍  - ୧୯୩୬-୪୨
୨. ଶ୍ରୀଯୁକ୍ତ ସାର୍ ହଥର୍ଣ୍ଣ ଲୁଇସ୍        - ୧୯୪୨-୪୬
୩. ଶ୍ରୀଯୁକ୍ତ ଚାନ୍ଦୁଲାଲ ତ୍ରିବେଦୀ        - ୧୯୪୬-୪୭
୪. ଶ୍ରୀଯୁକ୍ତ କୈଳାସନାଥ କାଟକୁ       - ୧୯୪୭-୪୮
୫. ଶ୍ରୀଯୁକ୍ତ ଏ.ଆସଫ୍ ଅଲ୍ଲୀ            - ୧୯୪୮-୫୧
୬. ଶ୍ରୀଯୁକ୍ତ ଭି.ପି. ମେନନ୍ (ଅସ୍ଥାୟୀ)  - ୧୯୫୧
୭. ଶ୍ରୀଯୁକ୍ତ ଏସ୍. ଫଜଲ ଅଲ୍ଲୀ          - ୧୯୫୧-୫୪
୮. ଶ୍ରୀଯୁକ୍ତ ପୁଷ୍ପପତି ସଞ୍ଜୀବମ୍ କୁମାର ସ୍ୱାମୀରାଜା – ୧୯୫୪-୫୬
୯. ଶ୍ରୀଯୁକ୍ତ ଭୀମସେନ ସାଚାର         - ୧୯୫୬-୫୭
୧୦.ଶ୍ରୀଯୁକ୍ତ ଯଶୋବନ୍ତ ନାରାୟଣ ସୁଖଠଣକର – ୧୯୫୭-୬୨
୧୧. ଶ୍ରୀଯୁକ୍ତ ଡଃ ଅଯୋଧାନାଥ ଖୋସଲା – ୧୯୬୨-୬୬
୧୨. ଶ୍ରୀଯୁକ୍ତ ଖଲିଲ ଅହମ୍ମଦ (ଅସ୍ଥାୟୀ) – ୧୯୬୬-୬୮
୧୩. ଶ୍ରୀଯୁକ୍ତ ଏସ୍.ଏସ୍. ଆନସାରୀ        - ୧୯୬୮-୭୧
୧୪. ଶ୍ରୀଯୁକ୍ତ ସର୍ଦ୍ଧାର ଯୋଗେନ୍ଦ୍ର ସିଂହ     - ୧୯୭୧-୭୨
୧୫. ଶ୍ରୀଯୁକ୍ତ ବାସସପା ଦାନାପ୍ପା ଜରି     - ୧୯୭୨- ୭୪
୧୬. ଶ୍ରୀଯୁକ୍ତ ଗତିକୃଷ୍ଣ ମିଶ୍ର (ଅସ୍ଥାୟୀ)     - ୧୯୭୪
୧୭. ଶ୍ରୀଯୁକ୍ତ ଆକବର ଅଲ୍ଲିଖାଁ             - ୧୯୭୪-୭୬
୧୮. ଶ୍ରୀଯୁକ୍ତ ଶିବନାରାୟଣ ଶଙ୍କର        - ୧୯୭୬-୭୭
୧୯. ଶ୍ରୀଯୁକ୍ତ ହରିଚରଣ ସିଂବ୍ରାର (ଅସ୍ଥାୟୀ) – ୧୯୭୭
୨୦. ଶ୍ରୀଯୁକ୍ତ ଭଗବତ ଦୟାଲ ଶର୍ମା         - ୧୯୭୭-୮୦
୨୧. ଶ୍ରୀଯୁକ୍ତ ସି.ଏମ୍. ପୁନାଚା                - ୧୯୮୦-୮୩
୨୨. ଶ୍ରୀଯୁକ୍ତ ବିଶ୍ୱନାଥ ପାଣ୍ଡେ                - ୧୯୮୩-୮୮
୨୩. ଶ୍ରୀଯୁକ୍ତ ପ୍ରଫେସର ନୁରୁଲ ହାସନ      - ୧୯୮୮-୯୦
୨୪. ଶ୍ରୀଯୁକ୍ତ ଯଜ୍ଞଦତ୍ତ ଶର୍ମା                   - ୧୯୯୦-୯୩
୨୫. ଶ୍ରୀଯୁକ୍ତ ବି. ସତ୍ୟନାରାୟଣ ରେଡ୍ଡୀ     - ୧୯୯୩-୯୫
୨୬. ଶ୍ରୀଯୁକ୍ତ ଗୋପାଳ ରାମାନୁଜମ୍          - ୧୯୯୫-୯୮
୨୭. ଶ୍ରୀଯୁକ୍ତ ସି. ରଙ୍ଗରାଜନ୍ (ଅସ୍ଥାୟୀ)     - ୧୯୯୮-୯୯
୨୮. ଶ୍ରୀଯୁକ୍ତ ଏମ୍.ଏମ୍. ରାଜେନ୍ଦ୍ରନ          - ୧୯୯୯-୨୦୦୪
୨୯. ଶ୍ରୀଯୁକ୍ତ ରାମେଶ୍ୱର ଠାକୁର             - ୨୦୦୪- ୨୦୦୭
୩୦. ଶ୍ରୀଯୁକ୍ତ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ – ୨୦୦୭-୨୦୧୩
୩୧. ଶ୍ରୀଯୁକ୍ତ ଏସ୍.ସି ଜମିର                  - ୨୦୧୩-୨୦୧୮
୩୨. ଶ୍ରୀଯୁକ୍ତ ସତ୍ୟପାଲ ମଲ୍ଲିକ (ଅସ୍ଥାୟୀ)  - ୨୦୧୮
୩୩.ଶ୍ରୀଯୁକ୍ତ ପ୍ରଫେସର ଗଣେଶୀ ଲାଲ      - ୨୦୧୮ ରୁ------


କ୍ରମାନୟରେ ଓଡିଶାର ମୂଖ୍ୟମନ୍ତ୍ରୀଗଣ


୧. ଶ୍ରୀଯୁକ୍ତ ଡଃ ହରେକୃଷ୍ଣ ମହତାବ- ୨୩.୦୪.୧୯୪୬/ ୧୨.୦୫.୧୯୫୦
୨. ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ     - ୧୨.୦୫.୧୯୫୦/ ୧୯.୧୦.୫୬
୩.ଶ୍ରୀଯୁକ୍ତ ଡଃ ହରେକୃଷ୍ଣ ମହତାବ- ୧୯.୧୦.୧୯୫୬/ ୨୫.୦୨.୧୯୬୧
୪.ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ        - ୨୩.୦୬.୧୯୬୧/ ୦୨.୧୦.୧୯୬୩
୫. ଶ୍ରୀଯୁକ୍ତ ବିରେନ୍ ମିତ୍ର          -୦୨.୧୦.୧୯୬୩/ ୨୧.୦୨.୧୯୬୫
୬. ଶ୍ରୀଯୁକ୍ତ ସଦାଶିବ ତ୍ରିପାଠୀ     - ୨୧.୦୨.୧୯୬୫/ ୦୮.୦୩.୧୯୬୭
୭. ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ସିଂହଦେଓ- ୦୮.୦୩.୧୯୬୭/ ୦୯.୦୧.୧୯୭୧
୮. ଶ୍ରୀଯୁକ୍ତ ବିଶ୍ୱନାଥ ଦାସ         - ୦୩.୦୪.୧୯୭୧/ ୧୪,୦୬.୧୯୭୨
୯. ଶ୍ରୀମତୀ ନନ୍ଦିନୀ ଶତପଥି      - ୧୪.୦୬.୧୯୭୨/ ୦୩.୦୩.୧୯୭୩
୧୦. ଶ୍ରୀମତୀ ନନ୍ଦିନୀ ଶତପଥି    - ୦୬.୦୩.୧୯୭୪/ ୧୬.୧୨ ୧୯୭୬
୧୧. ଶ୍ରୀଯୁକ୍ତ ବିନାୟକ ଆଚାର୍ଯ୍ୟ  - ୨୯.୧୨.୧୯୭୬/ ୩୦.୦୪.୧୯୭୭
୧୨. ଶ୍ରୀଯୁକ୍ତ ନୀଳମଣି ରାଉତରାୟ – ୨୬.୦୬.୧୯୭୭/୧୭.୦୨ ୧୯୮୦
୧୩. ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ – ୦୯.୦୬.୧୯୮୦/ ୦୭.୧୨.୧୯୮୯
୧୪. ଶ୍ରୀଯୁକ୍ତ ହେମାନନ୍ଦ ବିଶ୍ୱାଳ (ଅସ୍ଥାୟୀ) – ୦୭.୧୨.୧୯୮୯/୦୪.୦୩ ୧୯୯୦
୧୫. ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ    - ୦୫.୦୩.୧୯୯୦/୧୫.୦୩.୧୯୯୫
୧୬. ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ – ୧୫.୦୩.୧୯୯୫/୧୭.୦୨,୧୯୯୯
୧୭.ଶ୍ରୀଯୁକ୍ତ ଗିରିଧର ଗମାଙ୍ଗ    - ୧୭.୦୨.୧୯୯୯/ ୦୬.୦୨.୧୯୯୯
୧୮. ଶ୍ରୀଯୁକ୍ତ ହେମାନନ୍ଦ ବିଶ୍ୱାଳ (ଅସ୍ଥାୟୀ)- ୦୬.୧୨.୧୯୯୯/୦୬.୧୨.୧୯୯୯
୧୯. ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ      -୦୫.୦୪.୨୦୦୦ ରୁ---------



ଓଡିଶା ହାଇକୋର୍ଟ ମୂଖ୍ୟ ବିଚାରପତିଗଣ

୧.ମାନ୍ୟବର ଶ୍ରୀ ବୀରକିଶୋର ରାୟ - ୧୯୪୮-୫୧
୨. ମାନ୍ୟବର ଶ୍ରୀ ଜଗନ୍ନାଥ ଦାସ -୧୯୫୧-୫୨
୩. ମାନ୍ୟବର ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ-୧୯୫୨-୫୬
୪.ମାନ୍ୟବର ଶ୍ରୀ ଆର୍.ଏଲ୍. ନରସିଂହମ୍-୧୯୫୬-୬୪
୫. ମାନ୍ୟବର ଜନାବ ଅଲ୍ଲୀ ଅହମ୍ମଦ-୧୯୬୪-୬୭
୬. ମାନ୍ୟବର ଶ୍ରୀ ସତ୍ୟଭୂଷଣ ବର୍ମନ-୧୯୬୭-୬୮
୭. ମାନ୍ୟବର ଶ୍ରି ଗତିକୃଷ୍ଣ ମିଶ୍ର-୧୯୬୮-୭୫
୮. ମାନ୍ୟବର ଶ୍ରୀ ଶିବନାରାୟଣ ଶଙ୍କର-୧୯୭୫-୭୬
୯. ମାନ୍ୟବର ଶ୍ରୀ ସୁକାନ୍ତ କିଶୋର ରାୟ-୧୯୭୬-୮୦
୧୦. ମାନ୍ୟବର ଶ୍ରୀ ରଙ୍ଗନାଥ ମିଶ୍ର-୧୯୮୦-୮୩
୧୧. ମାନ୍ୟବର ଶ୍ରୀ ଡମ୍ବୁରଧର ପାଠକ-୧୯୮୩-୮୬
୧୨. ମାନ୍ୟବର ଶ୍ରୀ ହରିଲାଲ ଅଗ୍ରୱାଲା--୧୯୮୬-୮୯
୧୩. ମାନ୍ୟବର ଶ୍ରୀ ବନୱାରୀଲାଲ ହଂସାରିଆ-୧୯୮୯-୯୪
୧୪. ମାନ୍ୟବର ଶ୍ରି ଗିରିଶ ଠାକୁରଲାଲ ନାନାବତୀ -୧୯୯୪-
୧୫. ମାନ୍ୟବର ଶ୍ରୀ ବଲ୍ଲଭଦାସ ଏଡେନ୍ ମୋହତା-୧୯୯୪-
୧୬. ମାନୁଅବର ଶ୍ରୀ ଦେବପ୍ରିୟ ମହାପାତ୍ର-୧୯୯୫-
୧୭. ମାନ୍ୟବର ଶ୍ରୀ ସୁରେନ୍ଦ୍ର ନାଥ ଭାର୍ଗବ-୧୯୯୫-
୧୮. ମାନ୍ୟବର ଶ୍ରୀ ସୁଶାନ୍ତ ଚାଟାର୍ଜୀ -୧୯୯୬-
୧୯. ମାନ୍ୟବର ଶ୍ରୀ ଶୈଳେନ୍ଦ୍ର ନାଥ ଫୁକନ-୧୯୯୬-୧୯୯୯
୨୦. ମାନ୍ୟବର ଶ୍ରୀ ଅରଜିତ ପଶାୟତ(ଅସ୍ଥାୟୀ)-୧୯୯୯-
୨୧. ମାନ୍ୟବର ଶ୍ରୀ ବିଶ୍ୱନାଥ ଅଗ୍ରୱାଲ-୧୯୯୯-୨୦୦୦
୨୨. ମାନ୍ୟବର ଶ୍ରୀ ନାୟକା ୟେଲ୍ଲାପା ହନୁମନ୍ତାପ୍ପା-୦୫.୨୦୦୧/୧୨.୨୦୦୧
୨୩. ମାନ୍ୟବର ଶ୍ରୀ ପି.କେ.ଆୟାର ବାଲ୍ ସୁବ୍ରମଣ୍ୟମ୍ - ୨୦୦୧/୨୦୦୩
୨୪. ମାନ୍ୟବର ଶ୍ରୀ ସୁଜିତ ବର୍ମନ ରାୟ --୨୦୦୩- ୨୦୦୭
୨୫. ମାନ୍ୟବର ଶ୍ରୀ ଅଶୋକ କୁମାର ଗାଙ୍ଗୁଲି-୨୦୦୭-୨୦୦୮
୨୬.ମାନ୍ୟବର ଶ୍ରୀ ଆଇ.ଏମ୍.କୁଦ୍ଦସୀ (ଅସ୍ଥାୟୀ) -୨୦୦୮-
୨୭. ମାନ୍ୟବର ଶ୍ରୀ ବଲବୀର ଚୌହାନ-୨୦୦୮-୨୦୦୯
୨୮. ମାନ୍ୟବର ଶ୍ରୀ ଆଇ.ଏମ୍.କୁର୍ଦ୍ଦସୀ (ଅସ୍ଥାୟୀ)-୨୦୦୯-୨୦୧୦
୨୯. ମାନ୍ୟବର ଭ୍.ପି. ଗୋପାଲ ଗୋଉଡ-୨୦୧୦-୨୦୧୨
୩୦. ମାନ୍ୟବର ଶ୍ରୀ ପ୍ରଦୀପ ମହାନ୍ତି  (ଅସ୍ଥାୟୀ) -୨୦୧୨-୨୦୧୩
୩୧. ମାନ୍ୟବର ଶ୍ରୀ ଚୋକଲିଙ୍ଗମ୍ ନାଗାପ୍ପାନ୍-୨୦୧୩-
୩୨. ମାନ୍ୟବର ଶ୍ରୀ ଆଦର୍ଶ କୁମାର ଗୋଏଲ୍-୨୦୧୩-୨୦୧୪
୩୩. ମାନ୍ୟବର ଶ୍ରୀ ପ୍ରଦୀପ ମହାନ୍ତ (ଅସ୍ଥାୟୀ)-୨୦୧୪-
୩୪. ମାନ୍ୟବର ଶ୍ରୀ ଅମିତାଭ ରୟ-୨୦୧୪-୨୦୧୫
୩୫. ମାନ୍ୟବର ଶ୍ରୀ ଧୀରେନ୍ଦ୍ର ହିରାଲାଲ ୱାଘେଲା-୨୦୧୫-୨୦୧୬
୩୬.ମାନ୍ୟବର ଶ୍ରୀ ପ୍ରଦୀପ କୁମାର ମହାନ୍ତି (ଅସ୍ଥାୟୀ)-୨୦୧୬-
୩୭.ମାନ୍ୟବର ଶ୍ରୀ ବିନିତ ସାରାନ୍-୨୦୧୬-୨୦୧୮
୩୮.ମାନ୍ୟବର ଶ୍ରୀ କଳ୍ପେଶ୍ ସତ୍ୟେନ୍ଦ୍ର ଜାଭେରୀ -୨୦୧୮ରୁ---------                                                                          
କ୍ରମାନୟରେ ଓଡିଶାର ମୂଖ୍ୟମନ୍ତ୍ରୀଗଣ

୧. ଶ୍ରୀଯୁକ୍ତ ଡଃ ହରେକୃଷ୍ଣ ମହତାବ- ୨୩.୦୪.୧୯୪୬/ ୧୨.୦୫.୧୯୫୦
୨. ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ     - ୧୨.୦୫.୧୯୫୦/ ୧୯.୧୦.୫୬
୩.ଶ୍ରୀଯୁକ୍ତ ଡଃ ହରେକୃଷ୍ଣ ମହତାବ- ୧୯.୧୦.୧୯୫୬/ ୨୫.୦୨.୧୯୬୧
୪.ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ        - ୨୩.୦୬.୧୯୬୧/ ୦୨.୧୦.୧୯୬୩
୫. ଶ୍ରୀଯୁକ୍ତ ବିରେନ୍ ମିତ୍ର          -୦୨.୧୦.୧୯୬୩/ ୨୧.୦୨.୧୯୬୫
୬. ଶ୍ରୀଯୁକ୍ତ ସଦାଶିବ ତ୍ରିପାଠୀ     - ୨୧.୦୨.୧୯୬୫/ ୦୮.୦୩.୧୯୬୭
୭. ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ସିଂହଦେଓ- ୦୮.୦୩.୧୯୬୭/ ୦୯.୦୧.୧୯୭୧
୮. ଶ୍ରୀଯୁକ୍ତ ବିଶ୍ୱନାଥ ଦାସ         - ୦୩.୦୪.୧୯୭୧/ ୧୪,୦୬.୧୯୭୨
୯. ଶ୍ରୀମତୀ ନନ୍ଦିନୀ ଶତପଥି      - ୧୪.୦୬.୧୯୭୨/ ୦୩.୦୩.୧୯୭୩
୧୦. ଶ୍ରୀମତୀ ନନ୍ଦିନୀ ଶତପଥି    - ୦୬.୦୩.୧୯୭୪/ ୧୬.୧୨ ୧୯୭୬
୧୧. ଶ୍ରୀଯୁକ୍ତ ବିନାୟକ ଆଚାର୍ଯ୍ୟ  - ୨୯.୧୨.୧୯୭୬/ ୩୦.୦୪.୧୯୭୭
୧୨. ଶ୍ରୀଯୁକ୍ତ ନୀଳମଣି ରାଉତରାୟ – ୨୬.୦୬.୧୯୭୭/୧୭.୦୨ ୧୯୮୦
୧୩. ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ – ୦୯.୦୬.୧୯୮୦/ ୦୭.୧୨.୧୯୮୯
୧୪. ଶ୍ରୀଯୁକ୍ତ ହେମାନନ୍ଦ ବିଶ୍ୱାଳ (ଅସ୍ଥାୟୀ) – ୦୭.୧୨.୧୯୮୯/୦୪.୦୩ ୧୯୯୦
୧୫. ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ    - ୦୫.୦୩.୧୯୯୦/୧୫.୦୩.୧୯୯୫
୧୬. ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ – ୧୫.୦୩.୧୯୯୫/୧୭.୦୨,୧୯୯୯
୧୭.ଶ୍ରୀଯୁକ୍ତ ଗିରିଧର ଗମାଙ୍ଗ    - ୧୭.୦୨.୧୯୯୯/ ୦୬.୦୨.୧୯୯୯
୧୮. ଶ୍ରୀଯୁକ୍ତ ହେମାନନ୍ଦ ବିଶ୍ୱାଳ (ଅସ୍ଥାୟୀ)- ୦୬.୧୨.୧୯୯୯/୦୬.୧୨.୧୯୯୯
୧୯. ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ      -୦୫.୦୪.୨୦୦୦ ରୁ---------

ଓଡିଶା ହାଇକୋର୍ଟ ମୂଖ୍ୟ ବିଚାରପତିଗଣ

୧.ମାନ୍ୟବର ଶ୍ରୀ ବୀରକିଶୋର ରାୟ -୧୯୪୮-୫୧
୨. ମାନ୍ୟବର ଶ୍ରୀ ଜଗନ୍ନାଥ ଦାସ-୧୯୫୧-୫୨
୩. ମାନ୍ୟବର ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ-୧୯୫୨-୫୬
୪.ମାନ୍ୟବର ଶ୍ରୀ ଆର୍.ଏଲ୍. ନରସିଂହମ୍ -୧୯୫୬-୬୪
୫. ମାନ୍ୟବର ଜନାବ ଅଲ୍ଲୀ ଅହମ୍ମଦ-୧୯୬୪-୬୭
୬. ମାନ୍ୟବର ଶ୍ରୀ ସତ୍ୟଭୂଷଣ ବର୍ମନ-୧୯୬୭-୬୮
୭. ମାନ୍ୟବର ଶ୍ରି ଗତିକୃଷ୍ଣ ମିଶ୍ର-୧୯୬୮-୭୫
୮. ମାନ୍ୟବର ଶ୍ରୀ ଶିବନାରାୟଣ ଶଙ୍କର-୧୯୭୫-୭୬
୯. ମାନ୍ୟବର ଶ୍ରୀ ସୁକାନ୍ତ କିଶୋର ରାୟ -୧୯୭୬-୮୦
୧୦. ମାନ୍ୟବର ଶ୍ରୀ ରଙ୍ଗନାଥ ମିଶ୍ର-୧୯୮୦-୮୩
୧୧. ମାନ୍ୟବର ଶ୍ରୀ ଡମ୍ବୁରଧର ପାଠକ-୧୯୮୩-୮୬
୧୨. ମାନ୍ୟବର ଶ୍ରୀ ହରିଲାଲ ଅଗ୍ରୱାଲା-୧୯୮୬-୮୯
୧୩. ମାନ୍ୟବର ଶ୍ରୀ ବନୱାରୀଲାଲ ହଂସାରିଆ-୧୯୮୯-୯୪
୧୪. ମାନ୍ୟବର ଶ୍ରି ଗିରିଶ ଠାକୁରଲାଲ ନାନାବତୀ-୧୯୯୪-
୧୫. ମାନ୍ୟବର ଶ୍ରୀ ବଲ୍ଲଭଦାସ ଏଡେନ୍ ମୋହତା-୧୯୯୪-
୧୬. ମାନୁଅବର ଶ୍ରୀ ଦେବପ୍ରିୟ ମହାପାତ୍ର-୧୯୯୫-
୧୭. ମାନ୍ୟବର ଶ୍ରୀ ସୁରେନ୍ଦ୍ର ନାଥ ଭାର୍ଗବ-୧୯୯୫-
୧୮. ମାନ୍ୟବର ଶ୍ରୀ ସୁଶାନ୍ତ ଚାଟାର୍ଜୀ-୧୯୯୬-
୧୯. ମାନ୍ୟବର ଶ୍ରୀ ଶୈଳେନ୍ଦ୍ର ନାଥ ଫୁକନ-୧୯୯୬-୧୯୯୯
୨୦. ମାନ୍ୟବର ଶ୍ରୀ ଅରଜିତ ପଶାୟତ(ଅସ୍ଥାୟୀ)-୧୯୯୯-
୨୧. ମାନ୍ୟବର ଶ୍ରୀ ବିଶ୍ୱନାଥ ଅଗ୍ରୱାଲ-୧୯୯୯-୨୦୦୦
୨୨. ମାନ୍ୟବର ଶ୍ରୀ ନାୟକା ୟେଲ୍ଲାପା ହନୁମନ୍ତାପ୍ପା -୦୫.୨୦୦୧/୧୨.୨୦୦୧
୨୩. ମାନ୍ୟବର ଶ୍ରୀ ପି.କେ.ଆୟାର ବାଲ୍ ସୁବ୍ରମଣ୍ୟମ୍-୨୦୦୧/୨୦୦୩
୨୪. ମାନ୍ୟବର ଶ୍ରୀ ସୁଜିତ ବର୍ମନ ରାୟ -୨୦୦୩- ୨୦୦୭
୨୫. ମାନ୍ୟବର ଶ୍ରୀ ଅଶୋକ କୁମାର ଗାଙ୍ଗୁଲ-୨୦୦୭-୨୦୦୮
୨୬.ମାନ୍ୟବର ଶ୍ରୀ ଆଇ.ଏମ୍.କୁଦ୍ଦସୀ (ଅସ୍ଥାୟୀ)-୨୦୦୮-
୨୭. ମାନ୍ୟବର ଶ୍ରୀ ବଲବୀର ଚୌହାନ-୨୦୦୮-୨୦୦୯
୨୮. ମାନ୍ୟବର ଶ୍ରୀ ଆଇ.ଏମ୍.କୁର୍ଦ୍ଦସୀ (ଅସ୍ଥାୟୀ)-୨୦୦୯-୨୦୧୦
୨୯. ମାନ୍ୟବର ଭ୍.ପି. ଗୋପାଲ ଗୋଉଡ-୨୦୧୦-୨୦୧୨
୩୦. ମାନ୍ୟବର ଶ୍ରୀ ପ୍ରଦୀପ ମହାନ୍ତି  (ଅସ୍ଥାୟୀ)-୨୦୧୨-୨୦୧୩
୩୧. ମାନ୍ୟବର ଶ୍ରୀ ଚୋକଲିଙ୍ଗମ୍ ନାଗାପ୍ପାନ୍-୨୦୧୩-
୩୨. ମାନ୍ୟବର ଶ୍ରୀ ଆଦର୍ଶ କୁମାର ଗୋଏଲ୍-୨୦୧୩-୨୦୧୪
୩୩. ମାନ୍ୟବର ଶ୍ରୀ ପ୍ରଦୀପ ମହାନ୍ତ (ଅସ୍ଥାୟୀ)-୨୦୧୪-
୩୪. ମାନ୍ୟବର ଶ୍ରୀ ଅମିତାଭ ରୟ-୨୦୧୪-୨୦୧୫
୩୫. ମାନ୍ୟବର ଶ୍ରୀ ଧୀରେନ୍ଦ୍ର ହିରାଲାଲ ୱାଘେଲା-୨୦୧୫-୨୦୧୬
୩୬.ମାନ୍ୟବର ଶ୍ରୀ ପ୍ରଦୀପ କୁମାର ମହାନ୍ତି (ଅସ୍ଥାୟୀ)-୨୦୧୬-
୩୭.ମାନ୍ୟବର ଶ୍ରୀ ବିନିତ ସାରାନ୍-୨୦୧୬-୨୦୧୮
୩୮.ମାନ୍ୟବର ଶ୍ରୀ କଳ୍ପେଶ୍ ସତ୍ୟେନ୍ଦ୍ର ଜାଭେରୀ-୨୦୧୮ରୁ---------

                 ଓଡିଶାର ବାଚସ୍ପତିଗଣ

୧. ମୁକୁନ୍ଦ ପ୍ରସାଦ ଦାସ-୧୯୩୭- ୧୯୪୬
୨. ଲାଲ୍ ମୋହନ ପଟ୍ଟନାୟକ-  ୧୯୪୬-୧୯୫୨
୩. ନନ୍ଦକିଶୋର ଦାସ-୧୯୫୨-୧୯୫୭
୪. ପଣ୍ଡିତ ନୀଳକଣ୍ଠ ଦାସ-୧୯୫୭-୧୯୬୧
୫. ଲିଙ୍ଗରାଜ ପାଣିଗ୍ରାହୀ- ୧୯୬୧-୧୯୬୭
୬. ନନ୍ଦକିଶୋର ମିଶ୍ର-୧୯୬୭-୧୯୭୧
୭. ନନ୍ଦକିଶୋର ମିଶ୍ର- ୧୯୭୧-୧୯୧୯୭୪
୮. ବ୍ରଜମୋହନ ମହାନ୍ତି-୧୯୭୪-୧-୭୭
୯. ସତ୍ୟପ୍ରିୟ ମହାନ୍ତି-୧୯୭୭-୧୯୮୦
୧୦. ସୋମନାଥ ରଥ- ୧୯୮୦-୧୯୮୪
୧୧. ପ୍ରସନ୍ନ କୁମାର ଦାସ-୧୯୮୪-୧୯୮୫
୧୨. ପ୍ରସନ୍ନ କୁମାର ଦାସ-୧୯୮୫-୧୯୯୦
୧୩. ଯୁଧିକ୍ଷ୍ଠିର ଦାସ-୧୯୯୦-୧୯୯୫
୧୪. କିଶୋର ଚନ୍ଦ୍ର ପଟେଲ-୧୯୯୫-୧୯୯୬
୧୫. ଚିନ୍ତାମଣି ସାମନ୍ତରାୟ-୧୯୯୬-୨୦୦୦
୧୬. ଶରତ କୁମାର କର- ୨୦୦୦-୨୦୦୪
୧୭. ମହେଶ୍ୱର ମହାନ୍ତି- ୨୦୦୪-୨୦୦୮
୧୮. କିଶୋର କୁମାର ମହାନ୍ତି- ୨୦୦୮-୨୦୦୯
୧୯. ପ୍ରଦୀପ କୁମାର ଅମାତ୍- ୨୦୦୯-୨୦୧୪
୨୦. ନିରଞ୍ଜନ ପୂଜାରୀ- ୨୦୧୪-୨୦୧୭
୨୧. ପ୍ରଦୀପ କୁମାର ଅମାତ୍- ୨୦୧୭ ରୁ-------

           ଓଡିଶାର ମୂଖ୍ୟ ଶାସନ ସଚିବଗଣ

୧. ବି.ସି. ମୁର୍ଖାଜୀ- ୧୯୪୮-୧୯୪୯
୨. ବି. ମୁର୍ଖାଜୀ- ୧୯୪୯-୧୯୫୬
୩. ବି. ଶିବରମଣ- ୧୯୫୬-୧୯୫୯
୪.ଭି. ରାମନାଥନ୍-୧୯୫୯-୧୯୬୧
୫. ବି.ଶିବରମଣ-୧୯୬୧-୧୯୬୫
୬. ଏ.କେ. ବାରେନ୍- ୧୯୬୫-୧୯୭୦
୭. ବି.ସି.ଏଲ୍. ଜୋନିକା- ୧୯୭୦-୧୯୭୨
୮. ଏମ୍. ରାମକ୍ରିଷ୍ଣାୟା- ୧୯୭୨-୧୯୭୪
୯. ଭି.ଏସ୍. ମାଥେଇସ୍- ୧୯୭୪-୧୯୭୬
୧୦. ଜେ.ଏଚ୍. ଦେବ୍- ୧୯୭୬-୧୯୭୭
୧୧. କେ. ରାମମୂର୍ତ୍ତି- ୧୯୭୭-୧୯୭୯
୧୨. ଏସ୍.ଏମ୍.ଏଚ୍. ବର୍ଣ୍ଣେ- ୧୯୭୯-୧୯୮୦
୧୩. ବି. ଭେଙ୍କଟରମଣ- ୧୯୮୦-୧୯୮୦
୧୪. ଏସ୍.ଏମ୍. ପଟ୍ଟନାୟକ- ୧୯୮୦-୧୯୮୩
୧୫. ଏଲ୍.ଆଇ. ପରିଜା- ୧୯୮୩-୧୯୮୩
୧୬. ଜ୍ଞାନଚାନ୍ଦ- ୧୯୮୩-୧୯୮୫
୧୭. ଏଲ୍.ଆଇ. ପରିଜା- ୧୯୮୬-୧୯୮୭
୧୮. ଏମ୍.କେ. ପଣ୍ଡା- ୧୯୮୭-୧୯୮୯
୧୯. ଆର୍.କେ. ମିଶ୍ର- ୧୯୮୯-୧୯୯୧
୨୦. ଆର୍.କେ. ରଥ- ୧୯୯୧-୧୯୯୨
୨୧. ଆର୍.ଏନ୍. ଦାସ- ୧୯୯୨-୧୯୯୫
୨୨. ଆର୍.କେ ଭୁଜବଳ- ୧୯୯୫-୧୯୯୭
୨୩. ଏସ୍.ବି. ମିଶ୍ର- ୧୯୯୭-୧୯୯୯
୨୪.ଏସ୍. ସାହୁ- ୧୯୯୯-୧୯୯୯
୨୫. ଏସ୍.ବି. ମିଶ୍ର- ୧୯୯୯-୨୦୦୦
୨୬. ଡି.ପି. ବାଗଚୀ-୨୦୦୦-୨୦୦୨
୨୭. ଶ୍ରୀ ପି.କେ. ମହାନ୍ତି- ୨୦୦୨-୨୦୦୪
୨୮.ସୁବାସ ପାଣି- ୨୦୦୪-୨୦୦୬
୨୯. ଅଜିତ୍ କୁମାର ତ୍ରିପାଠୀ- ୨୦୦୬-୨୦୦୯
୩୦. ତରୁଣକାନ୍ତି ମିଶ୍ର- ୨୦୦୯-୨୦୧୧
୩୧. ବିଜୟ କୁମାର ପଟ୍ଟନାୟକ- ୨୦୧୧-୨୦୧୩
୩୨. ଯୁଗଳ କିଶୋର ମହାପାତ୍ର- ୨୦୧୩-୨୦୧୪
୩୩. ଗୋକୁଳ ଚନ୍ଦ୍ର ପତି- ୨୦୧୪-୨୦୧୫
୩୪. ଆଦିତ୍ୟ ପ୍ରସାଦ ପାଢୀ- ୨୦୧୪-

         ଓଡିଶାର ପ୍ରଥମ (ଅନ୍ୟାନ୍ୟ)

୧. ରାଜଧାନୀ- କଟକ
୨. ସମ୍ବାଦପତ୍ର- ଜ୍ଞାନାଋଣ (୧୮୪୮)
୩. ସାପ୍ତାହିକ ସମ୍ବାଦପତ୍ର- ଉତ୍କଳ ଦୀପିକା (୧୮୬୫)
୪. ଇଂରାଜୀ ସମ୍ବାଦପତ୍ର- ଦି ଅବଜରଭର୍
୫. ମାସିକ ପତ୍ରିକା- ନିଦାଋଣ
୬.ଶିଶୁ ପତ୍ରିକା- ପ୍ରଭାତ (୧୯୦୯)
୭.ମହିଳା ପତ୍ରିକା- ଆଶା (୧୯୨୮)
୮.ହାତଲେଖା ସମ୍ବାଦପତ୍ର- କୁଜିବର ପତ୍ର(୧୯୩୯)
୯. ରଙ୍ଗୀନ୍ ସମ୍ବାଦ ପତ୍ର- ସମ୍ବାଦ
୧୦. ପ୍ରବନ୍ଧ – ବିବେକି
୧୧. ଗଳ୍ପ – ରେବତୀ
୧୨. ଉପନ୍ୟାସ- ପଦ୍ମମାଳୀ (୧୮୧୮)
୧୩. ନାଟକ – ବାବାଜୀ
୧୪. ମହାକାବ୍ୟ – ସାରଳା ମହାଭାରତ
୧୫. ଛାପାଖାନା – ମିଶନ୍ ପ୍ରେସ୍ (୧୯୩୭)
୧୬. ଜ୍ଞାନ ମଣ୍ଡଳର” ର ପ୍ରକାଶନ – ୧୯୬୦
୧୭. ଚଳଚ୍ଚିତ୍ର – ସୀତାବିବାହ (୧୯୬୦)
୧୮. ରଙ୍ଗୀନ୍ ଚଳଚ୍ଚିତ୍ର – ଗପ ହେଲେବି ସତ
୧୯. ଭିଡିଓ ଚଳଚ୍ଚିତ୍ର – ବାହିନୀ
୨୦. ଟେଲି ସିରିଏଲ୍ – ଆହୁତି
୨୧.ଇଷ୍ଟମାନ୍ ରଙ୍ଗୀନ୍ ଚଳଚ୍ଚିତ୍ର – ସମୟ
୨୨. ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଚଳଚ୍ଚିତ୍ର – ଶ୍ରୀ ଲୋକନାଥ
୨୩. ଥିଏଟର – ଓଡିଶା ଥିଏଟର
୨୪. ଓଡିଶାର ଷ୍ଟୁଡିଓ – କଳିଙ୍ଗ ଷ୍ଟୁଡିଓ
୨୫. ରେଡିଓ ଷ୍ଟେସନ୍ – କଟକ (୨୮.୦୧.୧୯୪୮)
୨୬. ସିନେମା ହଲ୍ – ସୀତାରାମ ବିଳାସ (ବ୍ରହ୍ମପୁର)
୨୭. ଦୂରଦର୍ଶନ କେନ୍ଦ୍ର – ସମ୍ବଲପୁର
୨୮.ବିଶ୍ୱବିଦ୍ୟାଳୟ – ଉତ୍କଳ ବିଶ୍ୱବିଦ୍ୟାଳୟ
୨୯. ସଂସ୍କୃତ ବିଶ୍ୱବିଦ୍ୟାଳୟ – ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ (ପୁରୀ)
୩୦. ଉଚ୍ଚବିଦ୍ୟାଳୟ – ରେଭେନ୍ସା କଲେଜିଏଟ୍ ହାଇସ୍କୁଲ (କଟକ)
୩୧.ମହାବିଦ୍ୟାଳୟ – ରେଭେନ୍ସା କଲେଜ୍ (କଟକ)
୩୨. ବାଳିକା ଉଚ୍ଚବିଦ୍ୟାଳୟ- ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟ
୩୩. ମହିଳା ମହାବିଦ୍ୟାଳୟ – ଶୈଳବାଳା ମହିଳା ମହାବିଦ୍ୟାଳୟ (କଟକ)
୩୪. ମେଡିକାଲ୍ କଲେଜ୍ –ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ (କଟକ)
୩୫. ଇଞ୍ଜିନିୟରିଂ ସ୍କୁଲ – କଟକ ଇଞ୍ଜିନିୟରିଂ ସ୍କୁଲ୍
୩୬. ଝୋଟକଳ – କୋଣାର୍କ ଝୋଟକଳ (ଧାନ ମଣ୍ଡଳ)
୩୭. ଲୁଗାକଳ – ଓଡିଶା ଟେକ୍ସଟାଇଲ୍ ମିଲ୍ସ୍ (ଚୌଦ୍ୱାର)
୩୮. କାଗଜ କଳ – ବ୍ରଜରାଜନଗର
୩୯. ସିମେଣ୍ଟ କାରଖାନା – ରାଜଗାଙ୍ଗପୁର, (ସୁନ୍ଦରଗଡ)
୪୦. ବିହନ ଫାର୍ମ୍ – ଡେରାସ (ଖୋର୍ଦ୍ଧା)
୪୧. ବିମାନଘାଟୀ – ବାରିପଦା
୪୨. ବନ୍ଦର – ଚାନ୍ଦବାଲି (ଭଦ୍ରକ)
୪୩. ନଦୀବନ୍ଧ ଯୋଜନା – ହୀରାକୁଦ (ସମ୍ବଲପୁର)
୪୪. ସାମୁଦ୍ରିକ ଥାନା – ପାରାଦ୍ୱୀପ (ଜଗତସିଂହପୁର)
୪୫. ମହିଳା ବ୍ୟାଙ୍କ୍ – ବ୍ରହ୍ମପୁର (ଗଞ୍ଜାମ)
୪୬. ଇଲେକ୍ଟ୍ରି ଶବଦାହ ଚୁଲ୍ଲା – ଖାନନଗର (କଟକ)
୪୭. ସୁପର ଫାଷ୍ଟ୍ ଟ୍ରେନ୍ – କୋଣାର୍କ ଏକ୍ସପ୍ରେସ୍
୪୮. ରାଜପଥ – ଜଗନ୍ନାଥ ସଡକ
୪୯. ପ୍ରାକ୍ ସ୍ୱାଧୀନତା ବିଧାନସଭାର ଗଠନ – ୨୦. ୦୨. ୧୯୩୭
୫୦. ପ୍ରାକ୍ ସ୍ୱାଧିନତା ବିଧାନସଭାର ଅଧିବେଶନ – ରେଭେନ୍ସା କଲେଜ ହଲ (୨୮. ୦୭.୧୯୩୭)
୫୧. ସ୍ୱାଧିନତା ପର ବିଧାନସଭା ଗଠନ – ୨୦.୦୨.୧୯୫୨
୫୨. ବିଧାନସଭା ଗୃହ – ସର୍ଦ୍ଧାର ପଟେଲ ହଲ୍ (ଭୁବନେଶ୍ୱର)
୫୩. ବିଧାନସଭା ନିର୍ବାଚନ (ସ୍ୱାଧିନତା ପର) – ୧୯୫୧
୫୪. ରାଷ୍ଟ୍ରପତି ଶାସନ ଜାରୀ – ୨୫.୦୨.୧୯୬୧
୫୫. ରାଜ୍ୟ ମହିଳା ସମ୍ମିଳନୀ – ୧୯୨୪ (କଟକ)
୫୬. ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନ – ୨୪.୦୩ ୧୯୨୧
୫୭. ଉତ୍କଳ ସମ୍ମିଳନୀ – ୨୧.୧୨.୧୯୦୩
୫୮. ଇଷ୍ଟଇଣ୍ଡିଆ କମ୍ପାନୀ କାରଖାନା ସ୍ଥାପନ – ହରିପୁର, ୧୬୩୩
୫୯. ସେଟଲମେଣ୍ଟ୍ ଡଚଙ୍କ ଦ୍ୱାରା ଆରମ୍ଭ – ପିପିଲି, ୧୬୨୫
୬୦. ବାଲିଷ୍ଟିକ୍ କ୍ଷେପଣାସ୍ତ୍ର “ଅଗ୍ନୀ” – ୧୯୮୯, ଚାନ୍ଦିପୁର
୬୧. ବୃତ୍ତିଗତ ଟିକସ ପ୍ରଚଳନ – ୨୦୦୦ ମସିହା
୬୨. ଭାଟ” ଟିକସ ପ୍ରଚଳନ – ୨୦୦୫ ମସିହା
୬୩. ସୂଚନା ଅଧିକାର ଆଇନ୍ ପ୍ରଚଳନ – ୨୦.୧୦.୨୦୦୫

ଓଡିଶାର ପ୍ରଥମ ଆନ୍ତର୍ଜାତୀୟ ପଦକ ପ୍ରାପ୍ତ ବ୍ୟକ୍ତିଗଣ

୧.ସନତ ମିଶ୍ର (ବ୍ୟାଡମିଣ୍ଟନ)- ଏସିଆଡ ପଦକ -୧୯୯୦ ମସିହା
୨. ଦିଲୀପ ତିର୍କୀ (ହକି) ଓ
    ଲାଜରୁସ ବାର୍ଲା – ଏସିଆଡ ସ୍ୱର୍ଣ୍ଣ – ୧୯୯୮ ମସିହା
୩. ଜ୍ୟୋତି ସୁନୀତା କୁଲୁ (ହକି)- ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ- ୨୦୧୦ ମସିହା
୪. କେ. ରବିକୁମାର (ଭାରୋଉତ୍ତୋଳନ)- ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ – ୨୦୧୦
୫. ମୀନା ମାଧୁରୀ ଟପ୍ପୋ (ରୋଇଂ) – ବିଶ୍ୱକପ ପଦକ – ୨୦୦୯
୬. ପଦ୍ମିନୀ ରାଉତ (ଚେସ୍) – ବିଶ୍ୱ ଚାମ୍ପିୟନ୍ (ବ୍ୟକ୍ତିଗତ)- ୨୦୦୮ ମସିହା


 ଓଡିଶାର ପଦ୍ମ ପୁରସ୍କାରପ୍ରାପ୍ତ ବ୍ୟକ୍ତିଗଣ


ପଦ୍ମବିଭୁଷଣ

୧. କେଳୁଚରଣ ମହାପାତ୍ର- (୨୦୦୦)
୨. ସୀତାକାନ୍ତ ମହାପାତ୍ର- (୨୦୧୦)
୩. ରଘୁନାଥ ମହାପାତ୍ର- (୨୦୧୩)

ପଦ୍ମଭୁଷଣ

୧.ମହାଦେବ ଆୟର ଗଣପତି- (୧୯୫୪)
୨.ପ୍ରାଣକୃଷ୍ଣ ପରିଜା- (୧୯୫୫)
୩. ନୀଳକଣ୍ଠ ଦାସ- (୧୯୬୦)
୪. ରାଧାନାଥ ରଥ – (୧୯୬୮)
୫. କାଳିନ୍ଦୀ ଚରଣ ପାଣିଗ୍ରାହୀ – (୧୯୭୧)
୬. ଗୋପୀନାଥ ମହାନ୍ତି –(୧୯୮୧)
୭. କେଳୁଚରଣ ମହାପାତ୍ର – (୧୯୮୮)
୮. ତ୍ରିଲୋଚନ ପ୍ରଧାନ – (୧୯୯୦)
୯. ରଘୁନାଥ ମହାପାତ୍ର – (୨୦୦୧)
୧୦. ସୀତାକାନ୍ତ ମହାପାତ୍ର – (୨୦୦୩)
୧୧. ଜତିନ୍ ଦାସ – (୨୦୧୨)
୧୨. ଯୋଗେଶ ପତି - (୨୦୧୩)

ପଦ୍ମଶ୍ରୀ

୧.ଲକ୍ଷ୍ମୀନାରାୟଣ ସାହୁ – (୧୯୫୫)
୨. ଶୈଳବାଳା ଦାସ – (୧୯୫୯)
୩. ଲକ୍ଷ୍ମଣ ସିଂ ଜଙ୍ଗପାଙ୍ଗି – (୧୯୫୯)
୪. ଆର୍ତ୍ତବଲ୍ଲଭ ମହାନ୍ତି – (୧୯୬୦)
୫. ପର୍ଶୁରାମ ମିଶ୍ର –(୧୯୬୧)
୬. ଶାନ୍ତି କୁମାର ତ୍ରିଭୁବନଦାସ ରାଜା – (୧୯୬୨)
୭. ସଚ୍ଚିଦାନନ୍ଦ ରାଉତରାୟ – (୧୯୬୨)
୮. ପ୍ରେମାନନ୍ଦ ଆଚାର୍ଯ୍ୟ – (୧୯୬୪)
୯. କୃତାର୍ଥ ଆଚାର୍ଯ୍ୟ – (୧୯୬୫)
୧୦. ସ୍ୱାମୀ ବିଚିତ୍ରାନନ୍ଦ ଦାସ – (୧୯୬୬)
୧୧. ମାୟାଧର ମାନସିଂହ – (୧୯୬୭)
୧୨. ଅଭିନ୍ନ ଚନ୍ଦ୍ର ରାଓ – (୧୯୬୮)
୧୩. ସଦାଶିବ ରଥଶର୍ମା –(୧୯୭୧)
୧୪. ଜି.ଶୁଭ୍ରକ୍ରିଷ୍ଣ ମେଲକୋଟେ –(୧୯୭୨)
୧୫. କେଳୁଚରଣ ମହାପାତ୍ର – (୧୯୭୪)
୧୬. ସତ୍ୟନାରାୟଣ ରାଜଗୁରୁ – (୧୯୭୪)
୧୭. ସଂଯୁକ୍ତା ପାଣିଗ୍ରାହୀ - (୧୯୭୫)
୧୮. ନିମାଇଁ ଚରଣ ହରିଚନ୍ଦନ – (୧୯୭୬)
୧୯. ରଘୁନାଥ ମହାପାତ୍ର – (୧୯୭୬)
୨୦. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ - (୧୯୭୬)
୨୧.  ପ୍ରଫୁଲ୍ଲ କୁମାର ଜେନା – (୧୯୭୭)
୨୨. ବାସନ୍ତୀବାଳା ଜେନା – (୧୯୮୪)
୨୩. ବିନୋଦ କାନୁନଗୋ – (୧୯୮୬)
୨୪. ସୁଦର୍ଶନ ସାହୁ – (୧୯୮୮)
୨୫. ରାଧାମୋହନ ଗଡନାୟକ – (୧୯୯୦)
୨୬.  ସୁରେନ୍ଦ୍ର ମହାନ୍ତି – (୧୯୯୧)
୨୭. ପଙ୍କଜ ଚରଣ ଦାସ – (୧୯୯୨)
୨୮. ଭଗବାନ ସାହୁ – (୧୯୯୨)
୨୯. ପ୍ରିୟମ୍ବଦା ମହାନ୍ତି ହେଜମାଦି – (୧୯୯୮)
୩୦. କୁଞ୍ଜ ବିହାରୀ ମେହେର – (୧୯୯୮)