loading...
loading...

Odia General Knowledge

*💌ଆଜିର ସାଧାରଣ ଜ୍ଞାନ💌* *✤• • • • • • ✤ • • • • • • ✤• • • • • • ✤* *➡️୧-ଶ୍ବେତ ରକ୍ତ କଣିକା (W.B.C.) ର ମୁଖ୍ୟ କାର୍ଯ୍ୟ କଣ ହୋଇଥାଏ ?* ❣️ଉତ୍ତର :-* ରୋଗ ପ୍ରତିରୋଧକ କ୍ଷମତା ଧାରଣ କରିବା *➡️୨-ଓସ୍କାର ପୁରସ୍କାର 2022 ପାଇଁ କେଉଁ ଚଳଚ୍ଚିତ୍ରକୁ ଚୟନ କରାଯାଇଛି ?* *❣️ଉତ୍ତର :-* କୂଜ଼ହଙ୍ଗଳ *➡️୩-'ବ୍ରହ୍ମ ସମାଜ' କିଏ ପ୍ରତିଷ୍ଠିତ କରିଥିଲେ ?* *❣️ଉତ୍ତର :-* ରାଜା ରାମ ମୋହନ ରାୟ *➡️୪-ସୂର୍ଯ୍ୟକିରଣରୁ କେଉଁ ଭିଟାମିନ୍ ମିଳିଥାଏ ?* *❣️ଉତ୍ତର :-* ଭିଟାମିନ ଡ଼ି *➡️୫-ଚାଇନା ରେ ଏବେ ବାହାରିଥିବା କରୋନା ଭାଇରସ ର ନୂଆ Variant ନାମ କଣ ?* *❣️ଉତ୍ତର :-* ଡେଲମିକ୍ରନ ➖➖➖➖➖➖➖➖➖➖➖

No comments:

Post a Comment