*💌ଆଜିର ସାଧାରଣ ଜ୍ଞାନ💌*
*✤• • • • • • ✤ • • • • • • ✤• • • • • • ✤*
*➡️୧-ଶ୍ବେତ ରକ୍ତ କଣିକା (W.B.C.) ର ମୁଖ୍ୟ କାର୍ଯ୍ୟ କଣ ହୋଇଥାଏ ?*
❣️ଉତ୍ତର :-* ରୋଗ ପ୍ରତିରୋଧକ କ୍ଷମତା ଧାରଣ କରିବା
*➡️୨-ଓସ୍କାର ପୁରସ୍କାର 2022 ପାଇଁ କେଉଁ ଚଳଚ୍ଚିତ୍ରକୁ ଚୟନ କରାଯାଇଛି ?*
*❣️ଉତ୍ତର :-* କୂଜ଼ହଙ୍ଗଳ
*➡️୩-'ବ୍ରହ୍ମ ସମାଜ' କିଏ ପ୍ରତିଷ୍ଠିତ କରିଥିଲେ ?*
*❣️ଉତ୍ତର :-* ରାଜା ରାମ ମୋହନ ରାୟ
*➡️୪-ସୂର୍ଯ୍ୟକିରଣରୁ କେଉଁ ଭିଟାମିନ୍ ମିଳିଥାଏ ?*
*❣️ଉତ୍ତର :-* ଭିଟାମିନ ଡ଼ି
*➡️୫-ଚାଇନା ରେ ଏବେ ବାହାରିଥିବା କରୋନା ଭାଇରସ ର ନୂଆ Variant ନାମ କଣ ?*
*❣️ଉତ୍ତର :-* ଡେଲମିକ୍ରନ
➖➖➖➖➖➖➖➖➖➖➖
No comments:
Post a Comment