loading...
loading...

🖋🖋 *ଆଜିର ଅନୁଚିନ୍ତା*🖋🖋

🖋🖋 *ଆଜିର ଅନୁଚିନ୍ତା*🖋🖋
  
*➡️କଥା କୁହ ଏମିତି ପଥର ହୃଦୟ ମଧ୍ୟ ତରଳି ଯିବ* 
*ଭଲପାଇବା ଏମିତି ଦିଅ କି ଶତ୍ରୁବି ମିତ୍ର ହୋଇଯିବ*
 *ବିଶ୍ବାସ ରଖ ଏମିତି ସମୟ ତୁମ ଆଗରେ ହାର ମାନିଯିବ* 
*ସାହସ ରଖ କିଛି ବି ଅସମ୍ଭବ ମଧ୍ୟ ସମ୍ଭବ ହୋଇଯିବ* 
*ସ୍ଥିର ହୋଇଯାଅ ଏମିତି ଝଡ ଆସିଲେ ବି ଦୋହଲାଇ ପାରିବ*
*➡️ସକାରାତ୍ମକ ଭାବନା ଓ ଦୃଢ ଇଚ୍ଛାଶକ୍ତି ବିପଦକୁ ସହିବା ପାଇଁ ଶକ୍ତି ସଞ୍ଚୟ କରେ , ସହି ନ ଜାଣିଲେ ସତ୍ କର୍ମ ନ କଲେ ଜୀବନର ମୂଲ୍ୟ କିଛି ନାହିଁ ll*
*➡️ନିଜ ଉପରେ ଗଭୀର ଆତ୍ମବିଶ୍ବାସ ଥିବା ବ୍ୟକ୍ତି କହେ, ପ୍ରତ୍ୟେକ ରାସ୍ତା ମୋତେ ସଫଳତା ପାଖରେ ପହଞ୍ଚାଇପାରିବ ମାତ୍ର ଯିଏ କଠିନ ପରିଶ୍ରମୀ,କଠିନ ଅଧ୍ୟବସାୟୀ ସେ କହେ ସଫଳତାର ରାସ୍ତା ମୋ ପଛେ ପଛେ ଆସିବ ll*
*➡️ସମୟ ,ବନ୍ଧୁ ଓ ସମ୍ପର୍କ ଏଇ ତିନୋଟି ଜିନିଷ ମାଗଣାରେ ମଳିଥାଏ ହେଲେ ଏହାର ମୂଲ୍ୟ ସେତେବେଳେ ଜଣପଡେ ଯେତେବେଳେ ଏହା ଆମ ପାଖରୁ ଦୂରେଇ ଯାଏ ll*
*➡️ଜୀବନଟା କେତେ ଅଜବ ନା---- ଶହେଟା ସାହାଯ୍ୟ କରିସାରିଲା ପରେ ଯଦି ଗୋଟିଏ ସାହାଯ୍ୟ ନ କରି ପାରିଲେ ତେବେ ତୁମେ ଜଣେ ଧୋକାବାଜ ବନ୍ଧୁ ରୂପେ ପରିଗଣିତ ହେବ ll*

🙏🙏 *ଜୟ ଜଗନ୍ନାଥ* 🙏🙏

No comments:

Post a Comment